ପୃଷ୍ଠା:Biplaba Suare Padartha Bigyan.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|393px|page=39]]

ପ୍ରକାରର ରାସାୟନିକ ଦ୍ରବ୍ୟ ନିଜ ନିଜ ସହ ଯୋଡି ହେବାର ରହସ୍ଯ ରସାୟନବିତ ମାନେ ବୁଝିପାରିଲେ ।

ଆଧୁନିକ ରସାୟନ ବିଜ୍ଞାନର ମୂଳଦୁଆ ପକାଇଥିବା ଫରାସୀ ବିଜ୍ଞାନୀ ଏଣେଣ୍ଟାନି ଲରେଣ୍ଟ ଲାଭଏସିଆର୍ (୧୭୪୩-୧୭୯୪) ୧୭୮୯ରେ ପ୍ରକାଶିତ ତାଙ୍କର ଏଲିମେଣ୍ଟାରି ଟ୍ରିଟାଇଜ୍ ଅନ୍ କେମିଷ୍ଟି ଗ୍ରନ୍ଥରେ ସେ ସମୟରେ ଜଣାଥିବା ୩୩ଟି ମୌଳିକ ପଦାର୍ଥର ଏକ ସାରଣୀ ଦେଇଥିଲେ । ଇଂରେଜ ରସାୟନବିତ୍ ଜନ୍ ଡାଲଟନ୍ { ୧୭୬୬-୧୮୪୪) ପରମାଣୁ ପରିକଳ୍ପନାକୁ ଆଗେଇନେଇ ଏକ ସମ୍ମାନଜନକ ରୂପ ଦେଲେ ।

୧୮୬୦ ଦଶକର ଶେଷ ଆଡ଼କୁ ରୁଷୀୟ ବିଜ୍ଞାନୀ ଦିମିତ୍ରୀ ଇଭାନୋଭିବ୍, ମେଣୋଲିଭ୍ (୧୮୩୪-୧୯୦୭)। ଏବଂ ଜର୍ମାନ

ବିସ୍ତାରରୁ ଆଧୁନିକତା ୩୭