ପୃଷ୍ଠା:Biplaba Suare Padartha Bigyan.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|386px|page=51]]

ଇଲେକଟ୍ରନ ଗୁଡିକ ଘୁରୁଥା’ନ୍ତି । ନାଭିର ଧନାତ୍ମକ ଆବେଶ ଇଲେକଟ୍ରନର ରାଣାତ୍ମକ ଆବେଶ ସହ ସମାନ ଥାଏ । ନାଭିରେ ଥିବା ଧନାତ୍ମକ ଆବେଶଯୁକ୍ତ କଣିକାକୁ ୧୯୧୪ରେ ଚିହ୍ନଟ କରାଗଲା ଏବଂ ପ୍ରୋଟନ ନାମ ଦିଆଗଲା ।

ଜେ. ଜେ. ଥମସନ ଇଲେକ୍‌ଟ୍ରନକୁ କେବଳ କଣିକା ବୋଲି ଭାବିଥିଲେ । କିନ୍ତୁ ଲୁଇ ଭିକ୍ଟର ଦ ଗ୍ରେଗଲିଙ୍କ କାମରୁ ଆମେ ଆଜି ଜାଣୁଛେ ଯେ ଇଲେକଟ୍ରନ୍ କଣିକା ଓ ତରଙ୍ଗ ଉଭୟ ରୂପରେ ରହିପାରେ । ଇଲେକଟ୍ରନ ସମ୍ପର୍କିତ କାମର ଗୁରୁତ୍ବ ଦୃଷ୍ଟିରୁ ଏଥିପାଇଁ ୧୨ ଥରରେ ମୋଟରେ ୨୧ ଜଣ ବିଜ୍ଞାନୀଙ୍କୁ ନୋବେଲ ପୁରସ୍କାର ମିଳିଛି ।


ଆବିଷ୍କାରର ବିସ୍ତୋରଣ ୪୯