ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ରଶ୍ମୀ - ମୁଁ ଶ୍ରାବଣୀର କେସ୍ ହେଣ୍ଡେଲ୍ କରୁଛି ରମେଶ । ଆଜିକୁ ପ୍ରାୟ ୬ ମାସ ତଳେ ଏହି ଦୋକାନ ପାଖରେ ଆତ୍ମହତ୍ୟା କରିଥିଲା ।
ରମେଶ - ଏବେ... ଶ୍ରାବଣୀ !!! ମାନେ...
ରଶ୍ମୀ - ହଁ !
ବାସ୍ତବରେ ଦୋଷୀଠାରୁ ବେଶୀ ନିର୍ଦ୍ଦୋଷ ହିଁ ଫାଶିରେ ଝୁଲୁଛି । ଏଠି ଦୋଷୀ ଯେତକି ଦଣ୍ଡର ହକଦାର ଏଠି ସମାଜ ମଧ୍ୟ ସମ ପରିମାଣରେ ଦଣ୍ଡର ହକଦାର ।