Jump to content

ପୃଷ୍ଠା:Biswash.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

“ଆମ ଦୁଇ ଜଣଙ୍କର ବି ବ୍ୟାକ ଲାଗିଛି ।” ଓଠରେ ହସ ଧାରେ ଖେଳିଗଲା । ଲୁହ ଭିଜା ଆଖିକୁ ପୋଛି ଦେଇ ସରୋଜ କହିଲା, “ଚାଲ ଆମେ ପାର୍ଟି କରିବା ଆଉ ଏକ ଯୁଦ୍ଧ ପାଇଁ ।” ଆଉ ସମସ୍ତଙ୍କ ଓଠରେ ହସ ଖେଳି ଗଲା ।

ସମସ୍ତଙ୍କୁ ଗୋଟିଏ କଥା ମାନିବାକୁ ପଡ଼ିବ, ଜୀବନରେ ଦୁଃଖ ଆସୁ କି ସୁଖ ସବୁଥିରେ ଗୋଟିଏ ବନ୍ଧୁର ଆବଶ୍ୟକତା ରହିଛି ।

* * *