( c ) ଦୁଃଖ, ଦୁଃଖ, ଦେବା, ନରୀ, ଅଲୋଳ, ଅନ୍ଧାର, ଚକ୍ତ ନୈମିଷର କଲେ କଖରେ ସଞ୍ଚାର । ଜଗର ଯନ୍ତ୍ରଣାମ କାଶ ନିଗଷଣ, ଅସି ରୁଣ୍ଡ, କଣ୍ଠକୁ ଖ ବେ ଦୁର୍ବସ୍ଥ, ମଧ୍ୟ ! ମଭ୍ୟ ! ନିରକ୍ଷର । ରୁମ୍ଭର ସନ୍ତାନ, ଜଗରେ ଦୁଖ, ଶାଶୁ, କରବେ ବିଧାନ ! ପ, ଭାପ, ଜର, ବ୍ୟାସ୍ତ୍ର, କଳ୍ମଷ କାଶମୀ, ଲଉଛ ଜଗରେ ଯନ୍ତ୍ରଣାର କେତେକରୁ କଣ୍ଟ୍ରାନ୍ତରେ ପୁରୁଷ ଶେଷମା । ଉଦ୍ଘ, ଭୂମ୍ ପୁତ୍ରରୁପେ ବୃଦ୍ଧ ଲଭଲେ ଜନମ । ପ୍ରକାଶିଳ୍ପ ଜଗତରେ ସଭ୍ୟ ଧର୍ମ ଜ୍ୟୋଷ୍ଠ କାଳବ ଧର୍ମ ସ୍ନାନ ହେଲେ ଉପସ୍ଥିତ, ହୁଅନ୍ନ କରୁଣା ସିନ୍ଧୁ ଭୂବ ସମୁହ । ମୋକବନ ଅବଧାନେ ଅଡ଼େ ଶୁଦ୍ଧୋଦନ ସଗର୍ଭ ଇଥାଗତ କରୁଛୁ ବନ୍ଦନ। ନ ଦେଖିବ ନେତମୋର ପ୍ରଭୁଙ୍କ ମୁରତ । ଅନଉଛି ନ ପାରବ ସଭ୍ୟ L ଧର୍ମ ଜ୍ୟୋତି । ନ ଦେଖିବ ଭୁବକର ଧର୍ମ ଚନ୍ତ୍ରସ୍ଵନ୍ଧ, ନ ଶୁଣି ପାରବ କର୍ଷ ଧ୍ୟାରୁ ପାନ୍ୟରୀଣ । ଅଦା । ଭୂର୍ବ ଅଧନା ନାହିଁ ମୋ ପ୍ଲୁଗ୍ୟରେ, ଧ୍ଵଜବେ ଯାହାତ୍ମ୍ୟ, ଜଗଭର ନାଈଜରେ ? ଯଝୁର ପାଷାଣବକ୍ଷେ, ସ୍ତମ୍ଭ, ଦେବାଳୟେ — ଅଙ୍କି ଜ ବୃଦ୍ଧଙ୍କ ନାମ ମାନବ ହୃଦ — Digitized by PPRACHIN, SOA
ପୃଷ୍ଠା:Boudhabatara Kabya.pdf/୩୬
ଦେଖଣା