. ) + ସିଦ୍ଧ ମନୋରଥ, ହେବେ ମାନବେ ଭୂଦାର୍ଥ । ଥୋଇବ ଏହାଙ୍କ ନାମ ହେ ରୂପ ! କି ବାର୍ଥ । ବିମାଭା ଗୌତମୀ ଦେଖ କରିବେ ପାଳନ, ବୋଲବେ ଗୌଜମନ ରେଣୁ ଲେକଗଣ ! ଶାକ୍ୟମୁନ୍ ନାମହେବ ଶାକ୍ୟ ବଂଶୁଳୀ । ତଥାଗର ନାମେପୁଣି ହେବେ ଯେ ବିଖ୍ୟାତ । ମାନବର ପପଢାପ ନୋଚନେ ଆଗର୍ଭ, ବଞ୍ଚିବେ ଏଥରୁ ଶିଶୁ, ନାମ ତଥାଗତ ମହାନେ, ଧାନେ, ଆକ୍ଟିଭରେ, ଇପସ୍ୟାରେ, ଲଭାବେ ଚରମପୀମା! ଜଗର ସଂଧ୍ୟାରେ । ପରଂବ୍ରହ୍ମ ଅବର ବୁଦ୍ଧ ମହାମନ୍ତ୍ର, ହରିବେ ଜଗତ ଘେକ ସନ୍ତାପ ଦୂର୍ଗତ । ନୃପଣଙ୍କୁ ବୋଈ ଏଭେ ମହର୍ଷି ଅସିତ, ପେନଲେ ମେଲଣି ପୁତ୍ରେ ହୋଇ ପ୍ରଣମଘ । ଜନ୍ମକୋଷ୍ଠି ଶୁଟ୍ଟିଭ୍ ଗଣିବା ସକାଶେ, ଆଠଜଣ ଜ୍ୟେଷ୍ଠବିବ ନରପଛ ପାଖେ ମିଳ, ଗ୍ରହତନ୍ତ୍ର ସ୍ଥିର କର କକ୍ଷଣ, ବୋଇଲେ ରଜାଙ୍କ ଜ୍ୟୋଇବିଦ ସାଉଜଣ;– ଥିଲେ ଗୃହାଶ୍ରମେ ପୁଭ୍ର ଗୁଜଚବର୍ତ୍ତୀ — ଅଥବା। ସନ୍ଧ୍ୟା ମିଶ୍ରମେ ହେବେ ମହାଯଶ । ବୋଇଲେ ଅଖୁମ ଜଣ ଆବେ ଦଣ୍ଡଧର ! & d କରଣି ଲେକ, ରୁଗ୍ଣ, ବୃଦ୍ଦ, ଭୀକ୍ଷାକାର ଯେଳାଳେ ଦେଖିବେ ପୁତ୍ର, ଏଶ୍ଚର ପ୍ରକାର, ହେବେ ସେ ସନ୍ଧ୍ୟା।୩ ଭେକ ଗାର୍ହସ୍ଥ୍ୟ ସଂସାର । - Digitized by PPRACHIN, SOA
ପୃଷ୍ଠା:Boudhabatara Kabya.pdf/୩୮
ଦେଖଣା