( 0 ) ବଳମ୍ବୀ ଅ୪ରୁ । ପଢ଼ାଷର ଦଷ ଏହି ମହାଧର୍ମ ମହାମୁ ଡଙ୍କ କରୁଭୂମି ଏହି ଯବକ୍ରମ ଅଶେଷ କଲ୍ୟାଣକର ଧର୍ମରୁ ବଚ୍ୟୁତ ହୋଇ ବଢାନ୍ତ ଦୂପନ୍ନ ହୋଇଅ, ତନ୍ତାଶୀଳ ବ୍ୟକ୍ତି ମାତ୍ରକେ ଏକଥା ସ୍ଵୀକାର କରିବେ । ଅନ୍ୟ ଘରରଭୂମି ସମୃଦ୍ଧ ରୂପାନ୍ତର ଧାରଣ କର ଅଅନ୍ତି । 2 ଊରପଭୂମି ଏକ୍ସ ମହୀ କଲ୍ୟାଣକର ଧର୍ମରୁ ବରଂଜ ହେବାର କାରଣ କଣ ? କାରଣ ଏକମାତ୍ର ଏବଂ ପ୍ରର୍ଯ୍ୟକ୍ଷୀଭୂ ଅବହମାନକାଳରୁ ସ୍ଵରଦ୍ଦ ବ୍ରାହ୍ମଣ୍ୟ ଅସ୍ତ୍ରପୂଜ୍ୟ ବସ୍ତାରର ଏକମାତ୍ର ପ୍ରଶସ୍ତ କ୍ଷେତ୍ର ଅଧ୍ୟ । ବୌଦ୍ଧ ଧର୍ମର ବଳ ମନ୍ତ୍ର “ଏବଂ ଜୀବେ ଦୟା ।” ଏହି ଧର୍ମ ପ୍ରାବଲ୍ୟରେ ନଉ, ଅଶ୍ଚ, ଟେ ପ୍ରଭୃତ ପ୍ରାଣୀଗଣର ଦୃଜ୍ୟାଜନକ ଯାଗ ଯଜ୍ଞ ଧର୍ମ, ନ୍ୟୁୟ ଦେଶରେ ଅସ୍ଥି ବରକାଣ୍ଡ ରହିତ ହେବା ଅବଶ୍ୟ ଲରୁ ଫ୍ରିୟ ଫଳ ଅଟେ ଏଥିରୁ ଯଜନ ବ୍ୟବହ୍ମୀ, ବ୍ରାହ୍ମଣମାନେ ଭଗ୍ନ ଦନ୍ତ ଭଳଙ୍ଗବଡ଼ ପଣଭବା ୟୁଗ୍ଧବସିଦ୍ଧ । ନ୍ୟାୟସଙ୍ଗଘ ଓ ଭଦ୍ଦେଶ୍ୟ- ପୂର୍ଖ ନୌ ବଧ, ସହର ସଂଗ୍ରାମ କରିବାକୁ ସେମାନଙ୍କର ଖ୍ରୀଷ୍ଣୟ ସନ୍ଦ ଳନ ହେଉ ନଳ୍ପ । ଜଗର୍ଭ ପରବର୍ତ୍ତନଶୀଳ ଶତ୍ଥାୟୀ ୧୫ ନୁହେ । ବହୁକାଳଉରରେ ଅସାଧାରଣ ଧୀଶକୁ ସମ୍ପନ୍ନ ଅର୍ପିତ ପ୍ରଶ୍ନଈଖାଳୀ ଶଙ୍କରର୍ଯ୍ୟ ଅବ ଭ ହେବରୁ ଭାହାଙ୍କ କୃଷ୍ଣ ଭର୍କ ସହାୟତାରେ ବ୍ରାହ୍ମଣଗଣ ବୌଦ୍ଧ ଧର୍ମକୁ ବୃଦ୍ଧାଡ଼ିତ କରିବାକୁ ସକ୍ଷମ ହେଲେ । ଏକୁ ବସ୍ଥ ମଣ୍ଡଳୀ କରୁଣାପୂର୍ଣ ନିର୍ବ ବୌଦ୍ଧ ଉଷୁମାନଙ୍କ ପ୍ରଶ୍ନ ଯେଉଁ ନୃଶଂସ ବ୍ୟବହାର କରି ଯାଇ ଅଛନ୍ତି ଯାହା ସ୍ମରଣ କଲେ ହୃଦ୍କମ୍ପ ଉପସ୍ଥିତ ହୁଏ । ଶକ- ବର୍ଯ୍ୟଙ୍କ ଧର୍ମ ଗ୍ରନ୍ଥ ବେଦାନ୍ତ ପ୍ରଶ୍ନପଦ୍ୟ, ସଭ୍ୟ ମାରୁ ଯେଉଁ ସମସ୍ତ ବେଦାନ୍ତ ଗୂଢ଼ ବୌଦ୍ଧ ଧର୍ମର ଅନୁକୂଳ ଶବ୍ଦର ସୃଷ୍ଟ Digitized by PPRACHIN, SOA
ପୃଷ୍ଠା:Boudhabatara Kabya.pdf/୭
ଦେଖଣା