Jump to content

ପୃଷ୍ଠା:Chata Ichhabati.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୪୯)

ମହାରାଜା ୭୪ ଯେ ଭୋଜ ଚକ୍ରବର୍ତ୍ତୀ ୭୫,
ଚୋର ସଙ୍ଗେ ୭୬ ଘେନି ବିଜେ କରନ୍ତି ।୧୩୦।
ଦିବ୍ୟ ମାଜଣା ଶ୍ରାହାନ ୭୭ ଭୋଜନ,
ରାଜା ଚାଟକୁ ଘେନି ସାବଧାନ ।୧୩୧।
ବିଭା ଉଛବ ବିଧି ପଚାରନ୍ତି,
ଦୀନ ବନମାଳୀ ରସେ ଗାବନ୍ତି ।୧୩୨।


୭୪ | ମହାରାଜ (ପୋଥିପାଠ) ୭୫ | ଚକ୍ରବର୍ତ୍ତୀ (ପୋଥିପାଠ) ୭୬ | ଚୋର ସଙ୍ଗେ (ପୋଥିପାଠ) ୭୭ | ଶ୍ରୀହୀନ = ସ୍ନାନ ଅର୍ଥରେ |୭୪ । ମାହାରାଜ (ପୋଥିପାଠ) ୭୫। ଚକ୍ରବର୍ତ୍ତି (ପୋଥିପାଠ) । ୭୬ । ଚୋର ସଙ୍ଗେ (ପୋଥିପାଠ) ୭୭। ଶ୍ରୀହୀନ = ସ୍ନାନ ଅର୍ଥରେ । ଚା:ଇ:୭