ପୃଷ୍ଠା:First Printing Press of Baleswar.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଗୋଟିଏ ବପଦ ଆଉ ଗୋଟିଏ ବପଦକୁ ଟାଣି ଆଣେ । ଜ୍ୟେଷ୍ଟମାସିଆ ସମୟ-ପ୍ରଚଣ୍ଡ ଖର-ଦବାବତ ଖାଁ ଦଉଡ଼-ଦୁର୍ଭବନା, ଅନିୟମିତ ଆହାର ଓ ନିଦ୍ରା ହେତୁରୁ ଦନକୁ ଆଠ ଦଶଥର କରି ରକ୍ତଝାଡ଼ା ହେବାକୁ ଲଗିଲ। । ଦିନେ କଳ ସଜାଡ଼ବା ପାଇଁ ଅନେକ ବେଳ ପର୍ଯ୍ୟନ୍ତ ଚୁଡ଼ା ହୋଇ, ପ୍ରଗାଢ଼ ପରିଶ୍ରମରେ ଲଗିଥୁବା ବେଳେ ଝାଳରେ ସମସ୍ତ ଲୁଗା ଭଜଗଲ । ପଶ୍ଚା ଭାଗରେ ରକ୍ତସ୍ରାବ ହାର୍ ଲୁଗା ତନ୍ତ ଭୂଇଁରେ ରକ୍ତ ବହଗଲ । ଘରକୁ ଆସି ଅଚେତ୍ ହୋଇ ପଡ଼ିଗଲ ସେ ସମୟରେ ଅନେକଦନ ରାତି ୯ଷୀ ବେଳେ ପ୍ରେସରୁ ବାହୁଡ଼ ଆସ ଘରେ ପହଞ୍ଚୁବା ମାସକେ ଚେତା ବୁଡ଼ଯାଏ । ଆପଣାର ଦୁଦ୍ଦଶା ବିଷୟ କାହାକୁ ଜଣାଏ ନାହିଁ । ସାହସ ଧରି ହସି ହସି ଲେକଙ୍କ ସହିତ ପ୍ରେସ୍ ସମ୍ବନ୍ଧରେ କଥାଭାଷା କରେ । ଆଣ୍ଟା କରି ମଙ୍ଗମାଡ଼ ବସିଅଛୁ । ଏହି ଦେଘାର ଦୁର୍ଯ୍ୟୋଗରେ ପଡ଼ ମନ ମଧ୍ୟରେ ପ୍ରତିଜ୍ଞ କଲ-ପ୍ରେସ ସ୍ଥାପନ, ନଚେତ୍ ଜୀବନର ବ୍ୟାଗ । କୌଣସି ସାଧୁ କାର୍ଯ୍ୟରେ ନିଃସ୍ବାର୍ଥ ଭାବରେ ପ୍ରାଣପଣେ ଲଗିପଡ଼ିଲେ ଦୟାମୟ ପ୍ରଭୁ ସହାୟ ହୁଅନ୍ତ । ବଲେଶ୍ବରର ଅନ୍ୟତମ ପ୍ରଧାନ ଜମିଦାର ଏବଂ ମହାଜନ ବାବୁ ମଦନମୋହନ ଦାସଙ୍କ ଭ୍ରାତା କଶେରମୋହନ ଦାସ ମୋର ଜଣେ ପ୍ରକୃତ ବନ୍ଧ ଓ ସହାୟ ଥୁଲେ । ପ୍ରାର୍ଥନା କରିବା ମାସକେ ବନା ଲେଖା ପଢ଼ିରେ ମୋତେ ଆଠଶର ଟଙ୍କା ଧାର ଦେଲେ । ଗୋଟିଏ ସୁପର୍ ର ୟେଲ୍ ଆଲବଆନ ପ୍ରେସ୍ କଲିକତାରୁ ଅଣାଇଲ । ସେ ସମୟରେ ବର୍ଷ କାଳ, ବାଲେଶ୍ୱସ୍କ ଜାହାଜର ଗତାୟାତ ବନ୍ଦ | ତେଣୁ ପ୍ରେସଟି କଲକତାରୁ ଶଗଡ଼ରେ ଆସିଲ | ବର୍ତ୍ତମାନ ଗେଙ୍ଗଟି କରକର୍ ପଡ଼ ଜଗନ୍ନାଥ ସଡ଼କ ପକ୍କା କରାଯାଇଅଛୁ | ମାସ ସେ ସମୟରେ କେବଳ ମାଟିର ସଡ଼କ, ଥୁଲ । ବର୍ଷ କାଳରେ ତାହା ନିତାନ୍ତ ଅଗମ୍ୟ ହୋଇପଡେ । ସ୍ଥାନେ ସ୍ଥାନେ ବୋଝାଇ ଶଗଡ଼ କାଦୁଅରେ ଲଖିଯାଏ । ପାଶ୍ବବର୍ତ୍ତୀ ଗ୍ରାମମାନଙ୍କରୁ ମୂଲଆ ଆଣି, ଟଣା ଓଟର୍ କରି, ଶଗଡ଼ ଉଠାଇବାକୁ ହୁଏ । ଆମ୍ଭମାନଙ୍କ ପ୍ରେସ୍ ଶଗଡ଼ ଦାନ୍ତନ ବଜାର ମଝିଦାଣ୍ଡ କାଦୁଅରେ ଲାଗିଗଲା । ପନ୍ଦର