ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ରାମ ଅବତାର
ବିତରସି ବିକ୍ଷୁରଣେ ଦିକ୍ପତିକମନୀୟଂ ଦଶମୁଖମୌଳବଳିଂ ରମଣୀୟଂ
କେଶବ ! ଧୃତ-ରାମଶରୀର ଜୟ ଜଗଦୀଶ ହରେ ।୧୧।
କାମଖେଦ ଜଳେବର ପୂରେ ସ୍ନେହନୀର ।୩୫। କୋଟିମନମଥ ଗଞ୍ଜେ ଲାବଣ୍ୟ ବଦନ । ଚତୁର୍ଦ୍ଦଶଲୋକ ଆଲୋକିତ ଯାର ଧ୍ୟାନ ।୩୬। ସେ କୃଷ୍ଣ ଚରଣେ ମନ ଦିଅ ସାଧୁଜନ । ହରିରସ ବିନୁ ଏହି ଦିବସ ଦୁର୍ଦ୍ଦିନ ।୩୭। କୃଷ୍ଣକ୍ରୀଡ଼ାରସ ଏହୁ ଅତ୍ୟନ୍ତ ସୁରସ । ଦ୍ୱିତୀୟ ଛାନ୍ଦର ବାଣୀ ହୋଏ ପରକାଶ ।୩୮। କହଇ ଧରଣୀଧର ଶ୍ରୀ କୃଷ୍ଣଙ୍କ ଦାସ । କରସି କରୁଣା ନାଥ ଛେଦ ଭବପାଶ ।୩୯।