ପୃଷ୍ଠା:Gita Gobinda 1921.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଜୟଦେବ

ଗଣୟତି ଗୁଣ‌ଗ୍ରାମଂ ଭ୍ରାମଂ ଭ୍ରମାଦପି ନେହତେ ବ‌ହତି ଚ ପରିତୋଷଂ ବିସୁଞ୍ଚତି ଦୂରତଃ । ଯୁବତିଷୁ ବଳତୃଷ୍ଣେ କୃଷ୍ଣେ ବିହାରିଣୀ ମାଂ ବିନା ପୁନରପି ମନୋ ବାମଂ କାମଂ କରୋତି କରୋମି କିଂ ।୧୦। ଗୁଣ୍ତକିରୀରାଗେଣ ଗାୟତେ । ଅସ୍ୟ ଲକ୍ଷଣଂ । ରତୋତ୍ତ ସୁକାକାନ୍ତପଥପ୍ରତୀକ୍ଷାମାଳାପୟନ୍ତୀ ମୃଦୁପୁଷ୍ପତଳ୍ପେ । ଇତସ୍ତ‌ତଃ ପ୍ରେରିତ ଦୃଷ୍ଟିରାର୍ତ୍ତା ଶ୍ୟାମାତନୁର୍ଗୁଣ୍ତକିରୀ ପ୍ରଦିଷ୍ଟା । ନିଭୃତନିକୁଞ୍ଜଗୃହଂ ଗତାୟା ନିଶି ରହସି ନିଲୀୟବସନ୍ତଂ । ଚକିତବିଲୋକିତ ସକଳଦିଶା ରତିରଭସରସେନ ହସନ୍ତଂ । ସଖି ହେ, କେଶିମଥନମୁଦାରଂ ରମୟ ମୟା ସ‌ହ ମଦନମନୋରଥ ଭାବିତୟା ସବିକାରଂ । ଧୁବଂ ।୧୧।


ମନୁଷ୍ୟ କିଏ ପ୍ରସିଦ୍ଧି ।୯। ଶ୍ୱେତ କଦମ୍ବ ତଳେ ଜନାର୍ଦ୍ଦନ । କଳି କଳୁଷ କରେ ବିନାଶନ । ମୋହର ମନ ତାହା ତ‌ହିଁ ରମେ । ମଦନେ ତରଲ‌ଲୋଚନ ଗମେ । ଦେଖିବାକୁ ଆଶ । ଯେତେ ଦୁଃଖ ଦେଲେ ନୋହେ ନିରାଶ । ୧୦। ଶ୍ରୀମନ୍ତ ଜୟଦେନ କବି ଭଣେ । କୃଷ୍ଣ ମୋହନମୂରତି ନିର୍ଗୁଣେ । ନାଗେନ୍ଦ୍ରମୁନିଇନ୍ଦ୍ର ସୁଜ୍ଞ ସୁଖ । ଯେଉଁ ଚରଣ ଚିନ୍ତି ତ୍ୟଜେ ଦୁଃଖ । ସେ ମୂର୍ତ୍ତିଙ୍କ ସାର । ଭକ୍ତ ଦୂରିତଛେଦନ କୁଠାର ।୧୧। କୃଷ୍ଣର ଗୁଣ ଗୁଣି ମୋର ଦେହ । ଭ୍ରମହୋଇ ଚିତ୍ତ କରୁଛି ମୋହ । ଯେତେ ଦୋଷ କଲେ ମୁଁ ନ ଘେନଇ । ପୁନରପି ଚିତ୍ତ ତାହାର ତ‌ହିଁ । ସେ ନିର୍ଦ୍ଦୟ ହରି । ମୋ ବିନେ କ୍ରୀଡ଼ା କରେ ବ୍ରଜନାରୀ ।୧୨। ଶୁଣ ସଜନି ବଚନ ମୋହର । କେଶିରିପୁ ତୁଲେ ସଂଯୋଗ କର । କାମକାମନା ପୂର୍ଣ୍ଣ କର ମୋର । ବିବିଧପ୍ରକାରେ ଯେତେ ଶୃଙ୍ଗାର । ଶୁଣ ପ୍ରାଣସ‌ହି । ଯେମନ୍ତ ଭାବେ କେଳି କରିବଇଁ । ନିର୍ଜ୍ଜନ ନିକୁଞ୍ଜସଦନେ ମୁହିଁ । ନିଶି ଅନ୍ଧକାରେ