୬ଷ୍ଠ ସର୍ଗଃ ] | ଗୀତଗୋବିନ୍ଦ |
ବିପୁଳପୁଲକପାଳିଃ ସ୍ଫୀତଶୀତ୍କାରମନ୍ତ - ର୍ଜ୍ଜନିତଜଡ଼ିମକାକୁ ବ୍ୟାକୁଳଂ ବ୍ୟାହରନ୍ତା । ତବ କିତବ ବିଧାୟ ମନ୍ଦକନ୍ଦର୍ପଚିନ୍ତାଂ ରସଜଳଧିନିମଗ୍ନା ଧ୍ୟାନଲଗ୍ନା ମୃଗାକ୍ଷି ।୧୦। ଅଙ୍ଗେଷ୍ୱାଭରଣଂ କରୋତି ବହୁଶଃ ପତ୍ରେପି ସଂଚାରିଣି ପ୍ରାପ୍ତଂ ହାଂ ପରିଶଙ୍କତେ ବିତନୁତେ ଶଯ୍ୟା ତିରଂ ଧାୟତି ।। ଇତ୍ୟାକଳ୍ପବିକଳ୍ପ ତଳ୍ପରଚନସଂକଳ୍ପ ଲୀଳାଶତଂ -- ବ୍ୟାସକ୍ତାପି ବିନା ତ୍ୱୟା ବରତନୁନୈଷା ନିଶାଂ ନେଷ୍ୟତି ।। କିଂ ବିଶ୍ରାମ୍ୟସି କୃଷ୍ଣଭୋଗିଭବନେ ଭାଣ୍ତୀରଭୂମିରୁହେ ଭାତର୍ଯାହି ନ ଦୃଷ୍ଟିଗୋଚରମିତଃ ସାନନ୍ଦନନ୍ଦାସ୍ପଦଂ । ରାଧାୟା ବଚନଂ ତଦଧ୍ୱଗମୁଖାନନ୍ଦାନ୍ତିକେ ଗୋପତୋ - ର୍ଗୋବିନ୍ଦସ୍ୟ ଜୟନ୍ତି ସାୟମତିଥେଃପ୍ରାଶସ୍ତ୍ୟଗର୍ଭା ଗିରଃ ।୧୨। ଇତି ଶ୍ରୀଗୀତଗୋବିନ୍ଦେ ବାସକସଜ୍ଜାବର୍ଣ୍ଣନେ ଧୃଷ୍ଟବୈକୁଣ୍ଠେ ।
ଏଥୁ ଅନନ୍ତରେ ଶୁଣ ରସ । ସଖୀ ପେଶି ଗୋବିନ୍ଦର ପାଶ । ଏକାକୀ ହୋଇ ସେ ଘୋର ଅରଣ୍ୟରେ ନିଶି ଅନ୍ଧାରେ ନାହିଁ ନା ତ୍ରାସ ସେ । ସୁନ୍ଦରୀ ।୧। ଚିର ବିରହେ ଆକୁଳ ତାର । ତନୁ ପୂରିଛି ମଦନଜ୍ୱର । କପେଳତଳେ ପଦ୍ମକର ଦେଇ ସେ ବସିଛି ଅତି ଶୋକଭର ଯେ । ସୁନ୍ଦରୀ ।୨। ଏସନକ ସମୟରେ ତହିଁ । ଉଦେ ହୋଇଲା ରଜନୀସାଇଁ । ଅଭିସାର ପଥ ନିରୋଧିଲା ଯହୁଁ ତଥି ଦୋଷରେ କଳଙ୍କ ବହି ସେ । ଚନ୍ଦ୍ରମା ।୩। ତାର ଦୀପ୍ତି କିରଣ ଆଭାସେ । ବୃନ୍ଦାବନେ ସୁରଙ୍ଗ ପ୍ରକାଶେ । ପୂର୍ବଦିଗ ନାର ବଦନତିଳକ କି ଏ ଚନ୍ଦନବିନ୍ଦୁ ପ୍ରକାଶେ ସେ । ଚନ୍ଦ୍ରମା ।୪। ଯହୁଁ ଶଶିବିମ୍ବ ପ୍ରକାଶିଲା । ରାଧା ତାପସିନ୍ଧୁ ଉଚ୍ଛୁଳିଲା । ବିଳମ୍ବ ଦେଖି ସେ