ପୃଷ୍ଠା:Gita Gobinda 1921.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୮ମ ସର୍ଗଃ]
୫୬
ଗୀତଗୋବିନ୍ଦ

ତମନୂସର ସରସୀରୁହଲୋଚନ ଯା ତବ ହରତି ବିଷାଦଂ ।୧।
ଧ୍ରୁବପଦମିଦଂ ।
କଜ୍ଜ୍ୱଳ ମଳିନବିଲୋଚନ‌ଚୁମ୍ବନ ବିରଚିତନୀଳମରୂପଂ ।
ଦଶନବସନମରୁଣଂ ତବ କୃଷ୍ଣ ତନୋତି ତନୋରନୁରୂପଂ ।
ବପୁରନୁହରତି ତବ ସ୍ମରସଙ୍ଗରଖରଙ୍ଖରକ୍ଷତରେଖଂ ।
ମରକତସକଳକଳିତ କଳଧୌତଲିପେରିବ ରତିଜୟଲେଖଂ ।
ଚରଣକମଳଗଳକଲକ୍ତସିକ୍ତମିଦଂ ତବ ହୃଦୟମୁଦାରଂ
ଦର୍ଶୟତୀବ ବ‌ହିର୍ମଦନ‌ଦୁ ମନବକିଶଳୟ ପରିବାରଂ ।୫।


ଜ୍ୟୋତି ଅଧର କାନ୍ତି ତବ ତନୁ ପ୍ରାୟ ଆଭା । ବିଧୁବିହୀନେ ଯେହ୍ନେ ନୀଳନଳିନପାଖୁଡ଼ାର ପ୍ରାୟ ଶୋଭା ।୮। ତାର କରରୁହ କ୍ଷତେ ତୋର ଦେହ ଯେମନ୍ତ ଦିଶଇ ଶୁଣ । ଜମ୍ବୁନ‌ଦରେଖା ଲେଖିଥିଲେ ଶିଖା ଜାଣି ମର୍କତ ପାଷାଣ ।୯। ମଦନସମର ଗାଢ଼ ସୁରତିରେ ଜିଣିଲା ତୋତେ ଅବଳା । ଜୟ କରି ପତ୍ର ଲେଖିଛି ଚତୁରୀ ଜାଣଇ ବିବିଧ କଳା ।୧୦। କ‌ହୁଅଛି ପୁଣି ଶୁଣ ମୋର ତାହାକୁ ତୋ ସ୍ନେହ ଅତି । କ୍ରୀଡ଼ାରସକାଳେ ନ ହେଜିଲୁ ଢ଼ାଳେ ହୋଇଲୁ ସେ ଭୋଳମତି ।୧୧। ତାହାର ଚରଣ ଘେନି ହୃଦୟେଣ ଧଇଲୁ ତୋହର ଆଣି । ଅଳତା ରଙ୍ଗ ଯେସନେ ଦିଶେ ଅଙ୍ଗ ଶୁଣ କ‌ହି ବେଣୁପାଣି ।୧୨। ହୃଦୟଭିତର କାମତରୁବର ନ‌ବପଲ୍ଲବିତ ହୋଏ । ବାହାରକୁ କିଏ ପ୍ରକାଶ ହୋଇଅଛି ଦିଶଇ ତେସନ ପ୍ରାୟେ ।୧୩। ଏ ତୋର ଅଧର ଦଶନେ ଦଶନ‌ଘାତ ଦେଇଅଛି ରାମା । ଦେଖିଣ ବିଷାଦ ମନେ ମୋର ଖେଦ ଧନ୍ୟ ସେ ରାମାମହିମା ।୧୪। କ‌ହିଲି ଯେତେକ କଥା ଏକୁଏକ ଲୁଚାଇବୁ ଅବା କାହିଁ । ମୋହର ତୋହରେ ଅଭେଦ କ‌ହୁ ତୁ ଧୂର୍ତ୍ତପଣ କାହିଁ ପାଇଁ । ବାହାର ଭିତର ଶୁଦ୍ଧ ନାହିଁ ତୋର କଥାରେ ନ ଭଣ୍ତ ହରି । ନ କର ଭଗତି ଯାଅ ହେ ଶ୍ରୀପତି ଯହିଁ ଅଛି ସେ ନାଗରୀ ।୧୬। ନିତ୍ୟେହେଁ ମକରଧ୍ୱଜରାୟଶର ତନୁରେ ପଡ଼ି ମୋହର । ବ‌ହୁତ