ଦଶନପଦ ଭବଦଧରଗତଂ ମମ ଜନୟତି ଚେତସି ଖେଦଂ ।
କଥୟତି କଥମଧୁନାପି ମାୟା ସହ ତବ ବପୁରେତଦଭେଦଃ ।୬।
ବହିରିବ ମଳିନତରଂ ତବ କୃଷ୍ଣ ମନୋପି ଭବିଷ୍ୟତି ନୂନଂ ।
କଥମଥ ବଞ୍ଚୟସେ ଜନମନୁଗତମସମଶରଜ୍ୱରଦୂନଂ ।୭।
ଭ୍ରମତି ଭବାନବଳାକବଳାୟ ବନେଷୁ କିମତ୍ର ବିଚିତ୍ରଂ ।
ପ୍ରଧୟତି ପୂତନିକୈବ ବଧୂବଧନିର୍ଦ୍ଦୟବାଳଚରିତ୍ରଂ ।୮।
ଶ୍ରୀଜୟଦେବଭଣିତରତିବଞ୍ଚିତଖଣ୍ତିତ୍ୟୁବତବିଳାପଂ ।
ଶୃଣୁତ ସୁଧାମଧୁରଂ ବିବୁଧାଳୟତୋପି ଦୁରାପଂ ।୯।
ତବେଦଂ ପଶ୍ୟନ୍ତ୍ୟାଃ ପ୍ରସରଦନୁରାଗଂ ବହିରିବ ।
ପ୍ରିୟାପାଦାଲକ୍ତଚ୍ଛୁରିତ ମରୁଣଚ୍ଛାୟ ହୃଦୟଂ ।
ଦୁର୍ଣ୍ଣୟ କରି ଦହେ ଦେହ କହିବି କାହା ଆଗର ।୧୭। ଅବଳାକାମିନୀ ହୋଇ ଏକାକିନୀ ବଚନ ବନେ ଭ୍ରମୁଥାଇ । ରଜନୀ ଦିବସ ନ ଜାଣଇ ଶେଷ ମରଇ ତୋହରି ପାଇଁ । ୧୮। ଏ ତୋର ହୃଦୟ ନିଷ୍ଠୁର କଠୋର ଭଲେ ଜାଣଇ ମୁଁ କି ନା । ବାଳକାଳେ ସ୍ତନପାନ କରି ହେଳେ ବଧ କଲୁ ତୁ ପୂତନା ।୧୯। ସ୍ତିରୀହତ୍ୟାକଲୁ କିଛି ନ ମଣିଲୁ ତୋତେ ନ ଲାଗିଲା ସେହି । ମୋତେ ଅରଣ୍ୟ ଭିତରେ ବୁଲାଇବା ଏ କି ବିଚିତ୍ର ଅଟଇ ।୨୦। ସଙ୍କେତସ୍ଥାନେ ହରିକ୍ରୀଡ଼ା ନ ପାଇ ରତି ବିଳାପ ଖଣ୍ତିଲା । ବିବୁଧ ଦୁର୍ଲ୍ଲଭ ଅମୃତୁଁ ସଲଭ ଜୟଦେବ ଯା କହିଲା ।୨୧। ପୁନରପି ଶୁଣ ମୋହର ବଚନ ପ୍ରିୟାକୁ ତୋ ଅନୁରାଗ । ଅଳତାର ଶୋଭା ଅରୁଣର ପ୍ରଭା ବହିଛୁ ହୃଦୟଭାଗ ।୨୨। ତାର ସ୍ନେହଭର ମୋହର ଆଗର ଦେଖାଉ