ପରିହର କୃତାତଙ୍କେ ଶଙ୍କାଂ ତ୍ୱୟାସତତଂ ଘନ-
ସ୍ତନଜଘନୟାକ୍ରାନ୍ତେ ସ୍ୱାନ୍ତେ ପରା ନବକାଶିନି ।
ବିଶତି ବିତନୋରନ୍ୟୋଧନ୍ୟୋ ନ କୋପି ମମାନ୍ତରଂ
ସ୍ତନଭରପରୀରମ୍ଭାରମ୍ଭେ ବିଧେହି ବିଧେୟତାଂ ।୧୦।
ମୁଗ୍ଧେ ବିଦେହି ମୟି ନିର୍ଦ୍ଦୟଦନ୍ତବଂଶ-
ଦୋର୍ବ୍ବଲ୍ଲିବନ୍ଧନିବିଡ଼ସ୍ତନପୀଡ଼ନାନି ।
ଚଣ୍ତିତ୍ୱମେବ ମୁଦମୁଞ୍ଚ ନ ପଞ୍ଚବାଣ-
ଚାଣ୍ତାଳକାଣ୍ତଦଳନାଦବସଃ ପ୍ରୟାନ୍ତୁ ।୧୧।
ଶଶିମୁଖି ତବ ଭାତି ଭଙ୍ଗୁରଭ୍ରୁ-
ର୍ଯୁବଜନମୋହକରାଳକାଳସର୍ପ
ତଦୁଦିତଭୟଭଞ୍ଜନାୟ ଯୂନାଂ
ତ୍ୱଦଧରସୀଧୁସୁଧୈବ ସିଦ୍ଧମନ୍ତ୍ରଃ ।୧୨।
ବ୍ୟଥୟତି ବୃଥା ମୌନଂ ତନ୍ୱି ପ୍ରପଞ୍ଚୟ ପଞ୍ଚମଂ ତରୁଣି
ମଧୁରାଳାପୈସ୍ତାପଂ ବିନୋଦୟ ଦୃଷ୍ଟିଭିଃ ।
ସୁମୁଖି ବିମୁଖିଭାବଂ ତାବଦ୍କିମୁଞ୍ଚ ନ ମୁଞ୍ଚ ମା
ସ୍ୱୟମତିଶୟସ୍ନିଗ୍ଧୋ ମୁଗ୍ଧେ ପ୍ରିୟେୟମୁପସ୍ଥିତଃ ।୧୩।
ବିଅର୍ଥେ ମଉନ ହେବାର ସୁନ୍ଦର ପୀଡା କରେ ମୋର ଚିତ୍ତ ମଧୁରାଳାପ କୋକିଳ ବାଣୀ କହ ମୋ ସନ୍ତାପ ହେଉ ହତ ।୨୪। ଲୀଳାରେ ଅବଲୋକନ କର ମୋତେ ଖେଦ ନ ରଖି ମନରେ ବିବିଧପ୍ରକାରେ ମୁହିଁ ବୋଲୁଅଛି ପ୍ରସନ୍ନ ହୁଅ ତୁ ମୋରେ ।୨୫। କାଳେ ତୋର ବଦନକୁ ଆଶ୍ରେ କରି ବିଶ୍ୱ ଜିଣିଲା ମଦନ । ପୁନରପି ଥୋଇ ପୁଷ୍ପ ଅଞ୍ଚଶର ପାଶେ କରେ ଭୃତ୍ୟପଣ ।୨୬। ଅଧର ବଧୁକ ପୁଷ୍ପଜ୍ୟୋତି ଗଣ୍ତଯୁଗ ମଧୁକର ଆଭା। ନବୀନନଳିନଲୋଚନ ଲାବଣ୍ୟ ନାସା ତିଳପୁଷ୍ପ ଶୋଭା ।୨୬। ଦଶନ କୁନ୍ଦକଳିକା ପ୍ରାୟ ଦେଖି ଶଙ୍କା ପାଏ ପଞ୍ଚଶର । ନିର୍ମାଣ କରିଛି ଧାତା ମର୍ତ୍ତେ ତ୍ରିଭୁବନର