ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଘୋର ବନ୍ୟା ଜଳେ
ପୀଡ଼ିତ ଥିଲେ ଯେବେ
ଓଡ଼ିଶା ଜନ ଜୀବନ,
ଧାଇଁଗଲେ ଅଣ୍ଟାଭିଡ଼ି ଦୁଃଖୀବନ୍ଧୁ
“ଦାସେ ଆପଣେ”
ବଞ୍ଚାଇବାକୁ ଲକ୍ଷ ଲକ୍ଷ ପ୍ରାଣ ।
ଏଣେ ବନ୍ୟା ଜଳ,
ତେଣେ ପୁତ୍ର ପ୍ରାଣ
ଏଭଳି ଧର୍ମ ସଙ୍କଟେ,
ଆପଣେଇ ନେଲେ ଜନସେବା ଧର୍ମ
ଲୁଚାଇ ଲୁହକୁ କଷ୍ଟେ ।
୩୯