ପୃଷ୍ଠା:Kali kirti chautisa.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କାରିଣୀ । ବଦାନ୍ୟତା = ଦାନଶୀଳତା । ବର ବର୍ଷିଣୀ = ବର ବର୍ଷଣ କରଣସକର୍ଥା । ବିଶ୍ୱବାସୀ = ସକଳପ୍ରାଣୀ । ବିହ୍ୱଳଚିତ୍ତ = ଅଥୟ ମଜାବ୍ୟକ୍ତ। ବିକ୍ରମଦାନୀ = ଶକ୍ତ ଦାନ‌କାରିଣୀ । ବିମଳେ, = ଆଗୋ ମା ବିମଳା, । ବିମଳା (ଶ:ସ୍ତୋ:ମ:) । ବାମଦେବ-କାମିନୀ = ହରପ୍ରିୟା । (୩୦) ଶାନ୍ତା (ଦୁ:ସ:) । ଶାରଦା, ସୁନନ୍ଦା, ଶୁମ୍ଭଘାତିନୀ, ଶୂଳଧରା, ଶୁଭଙ୍କରୀ(ଶ:ର:ବ) । ଶୈଳୋଭବା = ପର୍ବତରୁ ଉଦ୍ଭବ (ଉତ୍ପତ୍ତିୟାଙ୍କର) । ଶାକମ୍ଭରୀ, ଶଙ୍କରୀ, ଶର୍ବାଣୀ (ଶ:ତ:ବୋ:) ଶାସନାଦର୍ଶେ = ଅଧୀନ ରୂପେ ରଖିବା ଆଦର୍ଶକାର୍ଯ୍ୟରେ । (୩୧) ଷଟ୍କର୍ମରତ ବିଜ୍ଞ ବିପ୍ର ପୋଷିଣୀ = "ଷଟ୍କର୍ମ" କୁଶଳ, ଶିକ୍ଷିତ ବ୍ରାହ୍ମଣ ରକ୍ଷାକାରିଣୀ (ଷ‌ଟ୍କର୍ମ :- ଶାନ୍ତି, ବଶୀକରଣ, ଉଳାଟନ, ସ୍ତମ୍ଭନ, ବିଦ୍ୱେଷ ଏବଂ ମାରଣ ଏହି ଛ' ତାନ୍ତ୍ରିକ କର୍ମ୍ମ ; ବା - ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନ, ଦାନ ଏବଂ ପ୍ରତିପ୍ରଦ୍ୱ - ଏହି ଛ'ପ୍ରକାର