ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଶୋଭାର ପସରା ମେଲିଗଲା । ଚଉଦିଗରେ ଆନନ୍ଦ ମଉଚ୍ଛଦ ଲାଗି ଗଲା । ସବୁରି ମୁହଁରେ ଉକୁଟି ଉଠିଲା ହସ;ଆଉ ସେହି ହସ ସାଥିରେ ଖେଲିଗଲା ବୁଢ଼ା ନାଥୀ ସଂହଙ୍କର ଜୟଗାନ।
ଅରହରାର ଉଜ୍ଜ୍ବଳ ଆଦର୍ଶ ଖଲି ସେଇ ଗ୍ରାମସଭା ବା ପଞ୍ଚାୟତ ସମିତି ରେ ଲୁଚି ରହିଲା ନାହି । ପ୍ରଦେଶର ଉନ୍ନ୍ୟନ ସଭାରେ ଏହା ଆଲୋଚିତ ହେଲା;ଆଉ ସବୁ ଗ୍ରାମ ସଭା ଏଇ ଆଦର୍ଶରେ କାମ କରିବାକୁ କୁହାଗଲା । ଅରହରା ଗାଁ ର ସଫଳ କାହାଣୀ କୁ ରୂପଦେଇ ଅନେକ ଚିତ୍ରପତ ତିଆରି କରାଗଲା । ରାଜ୍ଯର ପ୍ରାୟ ଅଠରହଜାର ଗ୍ରାମ ସଭାକୁ ପଠାଗଲା । ନାଥିସିଂଙ୍କର ସ୍ପପ୍ନ ସାରା ରାଜ୍ଯ ରେ ରୁପ ନେଲା । ଶେଷରେ ଏହା ଉପରେ ଭାରତ ସରକାରଙ୍କ ଆଖି ପଡ଼ିଲା । ଜାତି ତରଫରୁ ନାଥୀସିମଙ୍କୁ ସମ୍ମାନ ଦିଆଗଳା ।