ପୃଷ୍ଠା:Matir chasi jatir padmashri.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଲେଖକ ଭବିଷ୍ୱତର ଉଜ୍ଜ୍ୱଳ ଆଶାମୟ ଭାବନାରେ ବୁଡ଼ି ଯାଉଥିଲେ । ଡିଜେଲ ଗନ୍ଧ ନାକରେ ବାଜିବାରୁ ସେ ଅନୁଭବ କଲେ ସ୍ୱର୍ଗର ପାରିଜାତ ଫୁଲଠାରୁ ତାହା ଯେମିତି ଅଧିକ ମଧୁର, ଅଧିକ ସୁନ୍ଦର; ଆଉ ଅଧିକ ମନୋହର !