ପୃଷ୍ଠା:Netrutya O Netrutwa.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

 ଆଧୁନିକ ନେତୃତ୍ୱର ବିକାଶ ଓ ବିଶ୍ଳେଷଣ ଲକ୍ଷ୍ୟରେ ଏହି ପ୍ରବନ୍ଧମାନ ବିଭିନ୍ନ ସମୟରେ ଲିଖିତ ହୋଇ "ନବଭାରତ", "ସମାଜ” ଓ “ ବିଛିନା" ପ୍ରଭୃତି ପତ୍ର ପତ୍ରିକାରେ ପ୍ରକାଶିତ ହୋଇଥିଲା । ଉକ୍ତ ପତ୍ରିକା- ସମ୍ପାଦକମାନଙ୍କ ନିକରେ ଲେଖକ କୃତଜ୍ଞ ।