ପୃଷ୍ଠା:Odisha Itihasa.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଜାତୀୟତାର ଉନ୍ମେଷ ୨୦୯-୨୪୧
ଜାତୀୟତାର ଅବଧାରଣା - ଶିକ୍ଷା - ପତ୍ରପତ୍ରିକା - ସମ୍ବଲପୁରରେ ଭାଷା
ଆନ୍ଦୋଳନ - ଓଡ଼ିଶାରେ ଜାତୀୟତାର ଦୁଇ କାଳାଂଶ
ଅସହଯୋଗ ଆନ୍ଦୋଳନ: ୧୯୨୦-୨୨ ୨୪୨-୨୬୮
କଟକରେ ଆନ୍ଦୋଳନ - ଗାନ୍ଧୀଙ୍କ ଓଡ଼ିଶା ଗସ୍ତ - ପୋଲିସର ଦମନଲୀଳା
ଚୌରିଚୌରା ଘଟଣା
୧୯୩୦ ଦଶକର ରାଜନୀତି :
ଆଇନ ଅମାନ୍ୟ ଓ ପ୍ରଜାମଣ୍ତଳ ଆନ୍ଦୋଳନ ୨୬୯-୨୯୮
ଆଇନ ଅମାନ୍ୟ ଆନ୍ଦୋଳନ - ସ୍ୱତନ୍ତ୍ର ପ୍ରଦେଶ ଗଠନ:୧୯୩୬ -
ପ୍ରଜାମଣ୍ତଳ ଆନ୍ଦୋଳନ - ଢେଙ୍କାନାଳ - ରଣପୁର - ନୀଳଗିରି -
ତାଳଚେର - ମୟୂରଭଞ୍ଜ - ଅନ୍ୟାନ୍ୟ ଗଡ଼ଜାତ - ସ୍ୱତନ୍ତ୍ର ପ୍ରଦେଶର ଶାସନ
ଅଗଷ୍ଟ ବିପ୍ଳବ ୨୯୯-୩୨୪
ରେଭେନ୍ସା ମହାବିଦ୍ୟାଳୟରେ ଧର୍ମଘଟ - କୋରାପୁଟ ଆନ୍ଦୋଳନ -
କଟକ ଜିଲ୍ଲାରେ ଆନ୍ଦୋଳନ - ବାଲେଶ୍ୱର ଆନ୍ଦୋଳନ - ଛତ୍ର ଗାଁର
ସମାନ୍ତରାଳ ସରକାର - ଇରମ ହତ୍ୟାକାଣ୍ତ - ନିମାପଡ଼ା ଗୁଳିକାଣ୍ତ -
ସମ୍ବଲପୁର ଜିଲ୍ଲାରେ ଆନ୍ଦୋଳନ - ଗଞ୍ଜାମରେ ଆନ୍ଦୋଳନ - ଗଡ଼ଜାତରେ
ଆନ୍ଦୋଳନ - ତାଳଚେରରେ ଆନ୍ଦୋଳନ - ଢେଙ୍କାନାଳରେ ଆନ୍ଦୋଳନ -
ନୟାଗଡ଼ରେ ଆନ୍ଦୋଳନ - ନୀଳଗିରି ଆନ୍ଦୋଳନ - ଅନ୍ୟାନ୍ୟ ଆନ୍ଦୋଳନ
ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ତଳ, ସ୍ୱାଧୀନତା ପ୍ରାପ୍ତି
ଓ ଗଡ଼ଜାତର ସମ୍ମିଶ୍ରଣ ୩୨୫-୩୩୭
ମିଳିତ ମନ୍ତ୍ରିମଣ୍ତଳ - ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ତଳ - ଗଡ଼ଜାତ ମିଶ୍ରଣ

...