ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଲୋକସଭା ଓ ବିଧାନସଭାର ବିଜୟୀ ପ୍ରାର୍ଥୀମାନଙ୍କର ତାଲିକା ନିମ୍ନରେ ପ୍ରଦତ୍ତ ହେଲା:
ଦ୍ୱିତୀୟ ଲୋକସଭାକୁ ଓଡ଼ିଶାର ନିର୍ବାଚିତ ସଦସ୍ୟ (୧୯୫୭) :
| ମୟୂରଭଞ୍ଜ | ରାମଚନ୍ଦ୍ର ମାଝି | ସ୍ୱାଧୀନ |
| ବାଲେଶ୍ୱର (ଯୁଗ୍ମ) | କାହ୍ନୁ ଚରଣ ଜେନା | କଂଗ୍ରେସ |
| ଭାଗବତ ସାହୁ | କଂଗ୍ରେସ | |
| କେନ୍ଦ୍ରାପଡ଼ା (ଯୁଗ୍ମ) | ସୁରେନ୍ଦ୍ର ନାଥ ଦ୍ୱିବେଦୀ | ପି.ଏସ୍.ପି |
| ବୈଷ୍ଣବ ଚରଣ ମଳିକ | ପି.ଏସ୍.ପି | |
| କଟକ | ନିତ୍ୟାନନ୍ଦ କାନୁନ୍ଗୋ | କଂଗ୍ରେସ |
| ପୁରୀ | ଚିନ୍ତାମଣି ପାଣିଗ୍ରାହୀ | କମ୍ୟୁନିଷ୍ଟ |
| ଭୁବନେଶ୍ୱର | ନୃସିଂହଚରଣ ସାମନ୍ତସିଂହାର | କଂଗ୍ରେସ |
| ଗଂଜାମ (ଯୁଗ୍ମ) | ଉମା ଚରଣ ପଟ୍ଟନାୟକ | ସ୍ୱାଧୀନ |
| ମୋହନ ନାୟକ | କଂଗ୍ରେସ | |
| କୋରାପୁଟ (ଯୁଗ୍ମ) | ଆର.ଜଗନ୍ନାଥ ରାଓ | କଂଗ୍ରେସ |
| ଟି.ସାଙ୍ଗନା | କଂଗ୍ରେସ | |
| କଳାହାଣ୍ଡି (ଯୁଗ୍ମ) | ପ୍ରତାପ କେଶରୀ ଦେଓ | ଗଣତନ୍ତ୍ର ପରିଷଦ |
| ବିଜୟ ଚନ୍ଦ୍ର ପ୍ରଧାନ | ଗଣତନ୍ତ୍ର ପରିଷଦ | |
| ସମ୍ବଲପୁର (ଯୁଗ୍ମ) | ଶ୍ରଦ୍ଧାକର ସୂପକାର | ଗଣତନ୍ତ୍ର ପରିଷଦ |
| ବନମାଳୀ କୁମ୍ଭାର | ଗଣତନ୍ତ୍ର ପରିଷଦ | |
| ଅନୁଗୁଳ | ପି.ଜି. ବଡ଼ କୁମାର | ଗଣତନ୍ତ୍ର ପରିଷଦ |
| ଢେଙ୍କାନାଳ | ସୁରେନ୍ଦ୍ର ମହାନ୍ତି | ଗଣତନ୍ତ୍ର ପରିଷଦ |
| ସୁନ୍ଦରଗଡ଼ | ଚନ୍ଦ୍ରମଣି କାଲା | ଗଣତନ୍ତ୍ର ପରିଷଦ |
| କେନ୍ଦୁଝର | ଲକ୍ଷ୍ମୀ ନାରାୟଣ ଭଞ୍ଜଦେଓ | ସ୍ୱାଧୀନ |
ଦ୍ୱିତୀୟ ବିଧାନସଭାର ନିର୍ବାଚିତ ସଦସ୍ୟ (୧୯୫୭) :
| ଉମରକୋଟ | ରାଧାକୃଷ୍ଣ ବିଶ୍ୱାସ ରାୟ | କଂଗ୍ରେସ |
| ନବରଙ୍ଗପୁର (ଯୁଗ୍ମ) | ସଦାଶିବ ତ୍ରିପାଠୀ | କଂଗ୍ରେସ |
| ହରିଜନ ମିରୁ | କଂଗ୍ରେସ | |
| ଜୟପୁର (ଯୁଗ୍ମ) | ଲଇଛନ ନାୟକ | ଗଣତନ୍ତ୍ର ପରିଷଦ |
| ହରିହର ମିଶ୍ର | ଗଣତନ୍ତ୍ର ପରିଷଦ |
ଓଡ଼ିଶା ରାଜନୀତିର ଇତିହାସ . ୧୧୩