ଏହି ପୃଷ୍ଠାଟି ବୈଧ ହୋଇସାରିଛି
| କେନ୍ଦୁଝର (ଯୁଗ୍ମ) | ଜନାର୍ଦ୍ଦନ ଭଞ୍ଜଦେଓ | ଗଣତନ୍ତ୍ର ପରିଷଦ |
| କୃଷ୍ଣଚନ୍ଦ୍ର ମହାପାତ୍ର | ସ୍ୱାଧୀନ | |
| ଆନନ୍ଦପୁର (ଯୁଗ୍ମ) | ଉପେନ୍ଦ୍ର ନାଥ ଜେନା | ଗଣତନ୍ତ୍ର ପରିଷଦ |
| ବୀର କିଶୋର ଜେନା | ଗଣତନ୍ତ୍ର ପରିଷଦ | |
| ପାଲଲହଡ଼ା | ମୃତ୍ୟୁଞ୍ଜୟ ପାଲ | ଗଣତନ୍ତ୍ର ପରିଷଦ |
| ତାଳଚେର | ପବିତ୍ର ମୋହନ ପ୍ରଧାନ | କଂଗ୍ରେସ |
| କିଶୋର ନଗର | ରାଣୀ ରତ୍ନପ୍ରଭା ଦେବୀ | ଗଣତନ୍ତ୍ର ପରିଷଦ |
| ଢେଙ୍କାନାଳ (ଯୁଗ୍ମ) | କାଳିଆ ଦେହୁରୀ | ଗଣତନ୍ତ୍ର ପରିଷଦ |
| ରାଜା ଶଙ୍କର ପ୍ରତାପ ସିଂହଦେଓ | ଗଣତନ୍ତ୍ର ପରିଷଦ | |
| ଅନୁଗୁଳ (ଯୁଗ୍ମ) | କୁମୁଦ ଚନ୍ଦ୍ର ସିଂହ | ସ୍ୱାଧୀନ |
| ହୃଷୀକେଶ ପ୍ରଧାନ | କମ୍ୟୁନିଷ୍ଟ | |
| ଆଠମଲ୍ଲିକ | କ୍ଷେତ୍ର ମୋହନ ପାଣିଗ୍ରାହୀ | ଗଣତନ୍ତ୍ର ପରିଷଦ |
| ଦଶପଲ୍ଲା (ଯୁଗ୍ମ) | କିଶୋର ଚନ୍ଦ୍ର ଦେଓ ଭଞ୍ଜ | କଂଗ୍ରେସ |
| ଶ୍ରୀଧର ନାୟକ | ଗଣତନ୍ତ୍ର ପରିଷଦ | |
| ଖଣ୍ଡପଡ଼ା | ହରିହର ସିଂହ ମର୍ଦ୍ଦରାଜ | କଂଗ୍ରେସ |
| ଭ୍ରମରବର ରାୟ | କଂଗ୍ରେସ | |
| ନୟାଗଡ଼ | କୃଷ୍ଣଚନ୍ଦ୍ର ମାନ୍ଧାତା | ସ୍ୱାଧୀନ |
| ରଣପୁର | ବସନ୍ତ ମଞ୍ଜରୀ ଦେବୀ | କଂଗ୍ରେସ |
| ବେଗୁନିଆ | ସତ୍ୟାନନ୍ଦ ଚମ୍ପତ୍ତିରାୟ | କଂଗ୍ରେସ |
| ଖୋର୍ଦ୍ଧା | ପ୍ରାଣନାଥ ପଟ୍ଟନାୟକ | କମ୍ୟୁନିଷ୍ଟ |
| ଭୁବନେଶ୍ୱର | ସତ୍ୟପ୍ରିୟ ମହାନ୍ତି | କଂଗ୍ରେସ |
| ବ୍ରହ୍ମଗିରି | ପଦ୍ମଚରଣ ସାମନ୍ତସିଂହାର | କଂଗ୍ରେସ |
| ପୁରୀ | ହରିହର ବାହିନୀପତି | ପ୍ର.ସମାଜବାଦୀ |
| ସତ୍ୟବାଦୀ | ପଣ୍ଡିତ ନୀଳକଣ୍ଠ ଦାସ | କଂଗ୍ରେସ |
| ପିପିଲି (ଯୁଗ୍ମ) | ରାମଚନ୍ଦ୍ର ପଟ୍ଟନାୟକ | ସ୍ୱାଧୀନ |
| ଗୋପୀନାଥ ଭୋଇ | କଂଗ୍ରେସ | |
| କାକଟପୁର (ଯୁଗ୍ମ) | ମୋହନ ଦାସ | କମ୍ୟୁନିଷ୍ଟ |
| ଭରତ ଦାସ | କମ୍ୟୁନିଷ୍ଟ | |
| ବାଙ୍କି | ଡାକ୍ତର ଯୋଗେଶ ଚନ୍ଦ୍ର ରାଉତ | କଂଗ୍ରେସ |
| ବଡ଼ମ୍ବା | ରାଣୀ ସାହେବା କନକଲତା ଦେବୀ | ଗଣତନ୍ତ୍ର ପରିଷଦ |
୧୧୬ . ଓଡ଼ିଶା ରାଜନୀତିର ଇତିହାସ