ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉପ ମନ୍ତ୍ରୀ :
ଶାନ୍ତନୁ କୁମାର ଦାସ | : | ପଲ୍ଟିକାଲ ଆଣ୍ଡ୍ ସର୍ଭିିସେସ୍ (ଗ୍ରାମପଞ୍ଚାୟତ), ଉନ୍ନୟନ, ମତ୍ସ୍ୟ |
ଓ ସମବାୟ | ||
ବିକ୍ରମାଦିତ୍ୟ ସିଂହ ବରିହା | : | ଆଦିବାସୀ ଓ ଗ୍ରାମମଙ୍ଗଳ (ଆଦିବାସୀ ହରିଜନ ଶିକ୍ଷା), |
ଆଦିବାସୀ ଗବେଷଣା ବ୍ୟତୀତ | ||
କୌମୁଦ ଚନ୍ଦ୍ର ସିଂହ | : | ଲୋକସଂପର୍କ, ପରିବହନ ଓ ପୂର୍ତ୍ତ |
ହିମାଂଶୁ ଶେଖର ପାଢ଼ୀ | : | କୃଷି (୯-୯-୧୯୫୭) |
ବିଧାନସଭାରେ କଂଗ୍ରେସଦଳର ଅଧାରୁ ଅଧିକ ସଂଖ୍ୟାଗରିଷ୍ଠତା ନଥାଇ ହରେକୃଷ୍ଣ ମହତାବ କେଉଁ ବିଧାୟକମାନଙ୍କ ସହାୟତାରେ ମନ୍ତ୍ରିମଣ୍ଡଳ ଗଠନ କଲେ, ଏହି ମନ୍ତ୍ରିମଣ୍ଡଳରେ, କେଉଁମାନେ ସ୍ଥାନ ପାଇଲେ ଓ ମନ୍ତ୍ରିମଣ୍ଡଳ କେତଦିନ ରହିଲା, ସେ ସମ୍ପର୍କରେ ସବିଶେଷ ଆଲୋଚନା ପରବର୍ତ୍ତୀ ଅଧ୍ୟାୟରେ ହୋଇଛି ।
ଓଡ଼ିଶା ରାଜନୀତିର ଇତିହାସ . ୧୨୩