ଏହି ପୃଷ୍ଠାଟି ବୈଧ ହୋଇସାରିଛି
| ବିନିକା | ନରସିଂହ ଚରଣ ମିଶ୍ର | ସ୍ୱତନ୍ତ୍ର |
| ତୁଷରା | ରାଧା ମୋହନ ମିଶ୍ର | ସ୍ୱତନ୍ତ୍ର |
| ବଲାଙ୍ଗୀର | ରାଜେନ୍ଦ୍ର ନାରାୟଣ ସିଂହଦେଓ | ସ୍ୱତନ୍ତ୍ର |
| ଲୋଇସିଂହା | ନନ୍ଦ କିଶୋର ମିଶ୍ର | ସ୍ୱତନ୍ତ୍ର |
| ପାଟଣାଗଡ | ଅଇଁଠୁ ସାହୁ | ସ୍ୱତନ୍ତ୍ର |
| ସଇଁତଳା | ରମେଶ ଚନ୍ଦ୍ର ସିଂହଭୋଇ | ସ୍ୱତନ୍ତ୍ର |
| ଟିଟିଲାଗଡ | ଅଚ୍ୟୁତାନନ୍ଦ ମହାନନ୍ଦ | ସ୍ୱତନ୍ତ୍ର |
| କଣ୍ଟାବାଞ୍ଜି | ଲୋକନାଥ ରାୟ | ସ୍ୱତନ୍ତ୍ର |
| ପଦ୍ମପୁର | ବୀର ବିକ୍ରମାଦିତ୍ୟ ସିଂହ ବରିହା | ଜନ କଂଗ୍ରେସ |
| ମେଳଚ୍ଛାମୁଣ୍ଡା | ବୀରେନ୍ଦ୍ର କୁମାର ସାହୁ | ସ୍ୱତନ୍ତ୍ର |
| ବିଜେପୁର | ମୋହନ ନାଗ | କଂଗ୍ରେସ |
| ଭଟ୍ଲି | ସରସ୍ୱତୀ ପ୍ରଧାନ | କଂଗ୍ରେସ |
| ବରଗଡ଼ | ଭରତ ଚନ୍ଦ୍ର ହୋତା | କଂଗ୍ରେସ |
| ସମ୍ବଲପୁର | ବନମାଳୀ ବାବୁ | କଂଗ୍ରେସ |
| ବ୍ରଜରାଜ ନଗର | ପ୍ରସନ୍ନ କୁମାର ପଣ୍ଡା | କମ୍ୟୁନିଷ୍ଟ |
| ଝାରସୁଗୁଡ଼ା | ମୁରାରି ପ୍ରସାଦ ମିଶ୍ର | ସ୍ୱତନ୍ତ୍ର |
| ଲଇକେରା | ଲାଲା ଗଜେନ୍ଦ୍ର ସିଂହ | ସ୍ୱତନ୍ତ୍ର |
| କୁଚିଣ୍ଡା | କହ୍ନେଇ ସିଂହ | ସ୍ୱତନ୍ତ୍ର |
| ରେଢ଼ାଖୋଲ | ଭିକାରି ସୁନା | ସ୍ୱତନ୍ତ୍ର |
| ଦେବଗଡ | ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବ | ସ୍ୱତନ୍ତ୍ର |
| ସୁନ୍ଦରଗଡ଼ | ହରିହର ପଟେଲ | ସ୍ୱତନ୍ତ୍ର |
| ତଳସରା | ଗଙ୍ଗାଧର ପ୍ରଧାନ | ସ୍ୱତନ୍ତ୍ର |
| ରାଜଗାଙ୍ଗପୁର | ପ୍ରେମଚାନ୍ଦ ଭଗତ | ସ୍ୱତନ୍ତ୍ର |
| ବିଶ୍ରା | କୃଷ୍ଣଚନ୍ଦ୍ର ନାୟକ | ସ୍ୱତନ୍ତ୍ର |
| ରାଉରକେଲା | ରାଜକିଶୋର ସାମନ୍ତରାୟ | ପ୍ରଜା ସମାଜବାଦୀ |
| ବଣେଇ | ହେମନ୍ତ ପ୍ରସାଦ ମହାପାତ୍ର | ସ୍ୱତନ୍ତ୍ର |
| ଚୂଆ | କ୍ଷେତ୍ରମୋହନ ନାୟକ | ସ୍ୱତନ୍ତ୍ର |
| ପାଟଣା | ରାମରାୟ ମୁଣ୍ଡା | ସ୍ୱତନ୍ତ୍ର |
| କେଉଁଝର | ଗୋବିନ୍ଦ ମୁଣ୍ଡା | ସ୍ୱତନ୍ତ୍ର |
| ତେଲକୋଇ | ଭାଗୀରଥି ମହାପାତ୍ର | ସ୍ୱତନ୍ତ୍ର |
ଓଡ଼ିଶା ରାଜନୀତିର ଇତିହାସ . ୧୭୫