ଏହି ପୃଷ୍ଠାଟି ବୈଧ ହୋଇସାରିଛି
| ରାମଚନ୍ଦ୍ରପୁର | ରାଜ ବଲ୍ଲଭ ମିଶ୍ର | ସ୍ୱତନ୍ତ୍ର |
| ଆନନ୍ଦପୁର | ଭୁବନାନନ୍ଦ ଜେନା | ଜନ କଂଗ୍ରେସ |
| ପାଲଲହଡା | ପବିତ୍ର ମୋହନ ପ୍ରଧାନ | ଜନ କଂଗ୍ରେସ |
| କାମାକ୍ଷାନଗର | ବୃନ୍ଦାବନ ତ୍ରିପାଠୀ | ସ୍ୱତନ୍ତ୍ର |
| ଗଁଦିଆ | ହଳଧର ମିଶ୍ର | ସ୍ୱତନ୍ତ୍ର |
| ଢେଙ୍କାନାଳ | ରାଜମାତା ରତ୍ନପ୍ରଭା ଦେବୀ | ସ୍ୱତନ୍ତ୍ର |
| ତାଳଚେର | କୁମର ଚନ୍ଦ୍ର ବେହେରା | ଜନ କଂଗ୍ରେସ |
| ଛେଣ୍ଡିପଦା | ନବଘନ ନାଏକ | ଜନ କଂଗ୍ରେସ |
| ଅନୁଗୋଳ | କୁମୁଦ ଚନ୍ଦ୍ର ସିଂହ | ଜନ କଂଗ୍ରେସ |
| ଆଠମଲ୍ଲିକ | ସୁରେନ୍ଦ୍ର ପ୍ରଧାନ | ସଂଯୁକ୍ତ ସମାଜବାଦୀ |
ଚତୁର୍ଥ ଲୋକସଭା ସଦସ୍ୟ (୧୯୬୭) :
| ମୟୂରଭଂଜ | ମହେନ୍ଦ୍ର ମାଝି | ସ୍ୱତନ୍ତ୍ର |
| ବାଲେଶ୍ୱର | ସମରେନ୍ଦ୍ର କୁଣ୍ଡୁ | ପ୍ରଜା ସମାଜବାଦୀ |
| ଭଦ୍ରକ | ଧରଣୀଧର ଜେନା | ସ୍ୱାଧୀନ |
| ଯାଜପୁର | ବାଇଧର ବେହେରା | ପ୍ରଜା ସମାଜବାଦୀ |
| କେନ୍ଦ୍ରାପଡ଼ା | ସୁରେନ୍ଦ୍ର ନାଥ ଦ୍ୱିବେଦୀ | ପ୍ରଜା ସମାଜବାଦୀ |
| କଟକ | ଶ୍ରୀନିବାସ ମିଶ୍ର | ପ୍ରଜା ସମାଜବାଦୀ |
| ପୁରୀ | ରବି ରାୟ | ସଂଯୁକ୍ତ ସମାଜବାଦୀ |
| ଭୁବନେଶ୍ୱର | ଚିନ୍ତାମଣି ପାଣିଗ୍ରାହୀ | କଂଗ୍ରେସ |
| ଭଂଜନଗର | ଅନନ୍ତ ତ୍ରିପାଠୀ ଶର୍ମା | କଂଗ୍ରେସ |
| ଗୁଣପୁର | ଆର୍. ଜଗନ୍ନାଥ ରାଓ | କଂଗ୍ରେସ |
| କୋରାପୁଟ | ରାମଚନ୍ଦ୍ର ଉଲ୍ଲାକା | କଂଗ୍ରେସ |
| ନବରଙ୍ଗପୁର | ଖଗପତି ପ୍ରଧାନୀ | କଂଗ୍ରେସ |
| କଳାହାଣ୍ଡି | ପ୍ରତାପ କେଶରୀ ଦେଓ | ସ୍ୱତନ୍ତ୍ର |
| ଫୁଲବାଣୀ | ଅନିରୁଦ୍ଧ ଦୀପ | ସ୍ୱତନ୍ତ୍ର |
| ବଲାଙ୍ଗୀର | ରାଜ ରାଜ ସିଂହଦେଓ | ସ୍ୱତନ୍ତ୍ର |
| ସମ୍ବଲପୁର | ଶ୍ରଦ୍ଧାକର ସୂପକାର | କଂଗ୍ରେସ |
| ଅନୁଗୁଳ | ଧୀରେନ୍ଦ୍ର ନାଥ ଦେବଲାଲ | ସ୍ୱତନ୍ତ୍ର |
୧୭୬ . ଓଡ଼ିଶା ରାଜନୀତିର ଇତିହାସ