ଏହି ପୃଷ୍ଠାଟି ବୈଧ ହୋଇସାରିଛି
| କଳାହାଣ୍ଡି | ପ୍ରତାପ କେଶରୀ ଦେଓ | ସ୍ୱତନ୍ତ୍ର |
| ଫୁଲବାଣୀ | ବକ୍ସି ନାଏକ | ସ୍ୱତନ୍ତ୍ର |
| ବଲାଙ୍ଗୀର | ରାଜରାଜ ସିଂହଦେଓ | ସ୍ୱତନ୍ତ୍ର |
| ସମ୍ବଲପୁର | ବନମାଳୀ ବାବୁ | କଂଗ୍ରେସ |
| ଅନୁଗୁଳ | ପ୍ରତାପଗଙ୍ଗ ବଡ କୁମାର | କଂଗ୍ରେସ |
| ଢେଙ୍କାନାଳ | ଦେବେନ୍ଦ୍ର ଶତପଥୀ | କଂଗ୍ରେସ |
| ସୁନ୍ଦରଗଡ | ଗଦାଧର ମାଝୀ | କଂଗ୍ରେସ |
| କେନ୍ଦୁଝର | କୁମାର ମାଝି | କଂଗ୍ରେସ |
ପଞ୍ଚମ ବିଧାନସଭାକୁ ନିର୍ବାଚିତ ସଦସ୍ୟ (୧୯୭୧) :
| କରଂଜିଆ | ପ୍ରଫୁଲ୍ଲ କୁମାର ଦାସ | ସ୍ୱତନ୍ତ୍ର |
| ଯଶୀପୁର | ଲାଲ ମୋହନ ନାଏକ | କଂଗ୍ରେସ |
| ରାଇରଙ୍ଗପୁର | ସିଦ୍ଧିଲାଲ ମୁର୍ମୁ | ଝାଡଖଣ୍ଡ |
| ବାହଲଦା | ଶଶିଭୂଷଣ ମାରାଣ୍ଡି | ସ୍ୱାଧୀନ |
| ବାଙ୍ଗିରିପୋଷି | ରାଧାମୋହନ ନାଏକ | ସ୍ୱତନ୍ତ୍ର |
| ବାରିପଦା | ପ୍ରମୋଦ କୁମାର ଭଂଜଦେଓ | ସ୍ୱାଧୀନ |
| ମୋରଡ଼ା | କୁଆଁରିଆ ମାଝି | ସ୍ୱତନ୍ତ୍ର |
| ବୈସିଙ୍ଗା | ପ୍ରସନ୍ନ କୁମାର ଦାସ | ପ୍ରଜା ସମାଜବାଦୀ |
| ଖୁଣ୍ଟା | ବୀରଭଦ୍ର ସିଂହ | ଉତ୍କଳ କଂଗ୍ରେସ |
| ଉଦଳା | ମାନମୋହନ ଟୁଡୁ | କଂଗ୍ରେସ |
| ଭୋଗରାଇ | କାର୍ତ୍ତିକେଶ୍ୱର ପାତ୍ର | କଂଗ୍ରେସ |
| ଜଳେଶ୍ୱର | ପ୍ରସନ୍ନ କୁମାର ପାଳ | ପ୍ରଜା ସମାଜବାଦୀ |
| ବସ୍ତା | ଚିନ୍ତାମଣି ଜେନା | ଉତ୍କଳ କଂଗ୍ରେସ |
| ବାଲେଶ୍ୱର | ପ୍ରିୟନାଥ ନନ୍ଦୀ | କଂଗ୍ରେସ |
| ନୀଳଗିରି | ବନମାଳୀ ଦାସ | କମ୍ୟୁନିଷ୍ଟ |
| ସୋରୋ | ଯଦୁନାଥ ଦାସମହାପାତ୍ର | ଉତ୍କଳ କଂଗ୍ରେସ |
| ସିମୁଳିଆ | ଚିନ୍ତାମଣି ଜେନା | କମ୍ୟୁନିଷ୍ଟ |
| ଭଦ୍ରକ | ହରେକୃଷ୍ଣ ମହତାବ | କଂଗ୍ରେସ |
| ପରେ ବଳରାମ ସାହୁ | ଉତ୍କଳ କଂଗ୍ରେସ | |
| ଧାମନଗର | ବୃନ୍ଦାବନ ମଲ୍ଲିକ | ଉତ୍କଳ କଂଗ୍ରେସ |
| ଚାନ୍ଦବାଲି | ଗଙ୍ଗାଧର ଦାସ | କଂଗ୍ରେସ |
ଓଡ଼ିଶା ରାଜନୀତିର ଇତିହାସ . ୧୮୩