ଏହି ପୃଷ୍ଠାଟି ବୈଧ ହୋଇସାରିଛି
| ବିଜେପୁର | ତ୍ରିବିକ୍ରମ ମଲ୍ଲିକ | କଂଗ୍ରେସ |
| ଭଟ୍ଲି | ନଟବର ବନ୍ଛୋଡ଼ | କମ୍ୟୁନିଷ୍ଟ |
| ବରଗଡ଼ | ଚିତ୍ତରଂଜନ କର | କଂଗ୍ରେସ |
| ସମ୍ବଲପୁର | ଶ୍ରୀ ବଲ୍ଲଭ ପାଣିଗ୍ରାହୀ | କଂଗ୍ରେସ |
| ବ୍ରଜରାଜନଗର | ଉପେନ୍ଦ୍ର ଦୀକ୍ଷିତ୍ | କଂଗ୍ରେସ |
| ଝାରସୁଗୁଡ଼ା | ଝସକେତନ ସାହୁ | କଂଗ୍ରେସ |
| ଲାଇକେରା | ରାମେଶ୍ୱର ନାୟକ | କଂଗ୍ରେସ |
| କୁଚିଣ୍ଡା | ଜଗତେଶ୍ୱର ମିର୍ଦ୍ଧା | କଂଗ୍ରେସ |
| ରେଢ଼ାଖୋଲ | ଅଭିମନ୍ୟୁ କୁମ୍ଭାର | କଂଗ୍ରେସ |
| ଦେବଗଡ଼ | ଭାନୁଗଙ୍ଗ ତ୍ରିଭୁବନ ଦେବ | ସ୍ୱତନ୍ତ୍ର |
| ସୁନ୍ଦରଗଡ଼ | ଦିବ୍ୟଲୋଚନ ଶେଖର ଦେଓ | କଂଗ୍ରେସ |
| ତଲସରା | ଗଙ୍ଗାଧର ପ୍ରଧାନ | ସ୍ୱତନ୍ତ୍ର |
| ରାଜଗାଙ୍ଗପୁର | ଇଗ୍ନେଶ ମାଝି | ଝାଡ଼ଖଣ୍ଡ |
| ବିଶ୍ରା | କୁଲନ ବାଗେ | ଝାଡ଼ଖଣ୍ଡ |
| ରାଉରକେଲା | ଶ୍ୟାମସୁନ୍ଦର ମହାପାତ୍ର | କଂଗ୍ରେସ |
| ପରେ ବିଶ୍ୱନାଥ ଦାସ | ସ୍ୱାଧୀନ | |
| ବଣେଇ | ହେମେନ୍ଦ୍ର ପ୍ରସାଦ ମହାପାତ୍ର | ସ୍ୱତନ୍ତ୍ର |
| ଚ-ୂଆ | ସହରାଇ ଓରାମ | ଉତ୍କଳ କଂଗ୍ରେସ |
| ପାଟଣା | ମହେଶ୍ୱର ମାଝି | ଉତ୍କଳ କଂଗ୍ରେସ |
| କେନ୍ଦୁଝର | ଛୋଟରାୟ ମାଝି | ଉତ୍କଳ କଂଗ୍ରେସ |
| ତେଲକୋଇ | ନୀଳାଦ୍ରି ନାୟକ | ଉତ୍କଳ କଂଗ୍ରେସ |
| ରାମଚନ୍ଦ୍ରପୁର | ମୁରଲୀଧର କୁଅଁର | କଂଗ୍ରେସ |
| ଆନନ୍ଦପୁର | ମକର ସେଠି | କଂଗ୍ରେସ |
| ପାଲଲହଡ଼ା | ନାରାୟଣ ସାହୁ | କଂଗ୍ରେସ |
| କାମାକ୍ଷାନଗର | ବ୍ରହ୍ମାନନ୍ଦ ବିଶ୍ୱାଳ | କଂଗ୍ରେସ |
| ଗଁଦିଆ | ବୃନ୍ଦାବନ ତ୍ରିପାଠୀ | କଂଗ୍ରେସ |
| ଢେଙ୍କାନାଳ | ସୁରେନ୍ଦ୍ର ମୋହନ ପଟ୍ଟନାୟକ | କଂଗ୍ରେସ |
| ତାଳଚେର | ବୃନ୍ଦାବନ ବେହେରା | ଜନ କଂଗ୍ରେସ |
| ଛେଣ୍ଡିପଦା | ଭଜମନ ବେହେରା | ଉତ୍କଳ କଂଗ୍ରେସ |
| ଅନୁଗୁଳ | ଦେବରାଜ ସାହୁ | ଉତ୍କଳ କଂଗ୍ରେସ |
| ଆଠମଲ୍ଲିକ | ରାଜକିଶୋର ପ୍ରଧାନ | ଉତ୍କଳ କଂଗ୍ରେସ |
ଓଡ଼ିଶା ରାଜନୀତିର ଇତିହାସ . ୧୮୭