ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରତାପ ଚନ୍ଦ୍ର ମହାନ୍ତି | : | ରାଜସ୍ୱ, ଶକ୍ତି ଗୋଷ୍ଠୀ ଉନ୍ନୟନ ଓ ସମାଜ ସେବା, |
ଉଠାଜଳସେଚନ, ବାଣିଜ୍ୟ | ||
ପ୍ରହ୍ଲାଦ ମଲ୍ଲିକ | : | କୃଷି ଓ ସମବାୟ, ଆଦିବାସୀ ଓ ଗ୍ରାମମଙ୍ଗଳ |
ପ୍ରଦୀପ୍ତ କିଶୋର ଦାସ | : | ଶିକ୍ଷା ଓ ଯୁବମଙ୍ଗଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ |
ଡକ୍ଟର ରାମପ୍ରସାଦ ମିଶ୍ର | : | ଅର୍ଥ, ପଶୁପାଳନ |
ନଟବର ପ୍ରଧାନ | : | ପୂର୍ତ୍ତ, ଜଙ୍ଗଲ ଓ ମତ୍ସ୍ୟ ଏବଂ ପରିବହନ |
ବିଶ୍ୱଭୂଷଣ ହରିଚନ୍ଦନ | : | ଖାଦ୍ୟ, ଯୋଗାଣ, ଆଇନ, ଶ୍ରମ, ନିଯୁକ୍ତି ଓ ସାଂସ୍କୃତିକ |
ବ୍ୟାପାର | ||
ହରିଶ୍ଚନ୍ଦ୍ର ବକ୍ସିପାତ୍ର | : | ଶିଳ୍ପ, ଖଣି ଓ ଭୂତତ୍ତ୍ୱ, ଗ୍ରାମଉନ୍ନୟନ, ପର୍ଯ୍ୟଟନ |
ଝସ କେତନ ସାହୁ | : | ସହରାଞ୍ଚଳ ଉନ୍ନୟନ, ଅବକାରୀ |
ରାଷ୍ଟ୍ରମନ୍ତ୍ରୀ :
ବୀରଭଦ୍ର ସିଂହ | : | ଆଦିବାସୀ ଓ ଗ୍ରାମମଙ୍ଗଳ |
ଘାସିରାମ ମାଝି | : | ସ୍ୱାସ୍ଥ୍ୟ ଓ ପଶୁପାଳନ |
ଅଦୈତ ପ୍ରସାଦ ସିଂହ | : | ଗୋଷ୍ଠୀ ଉନ୍ନୟନ ଓ ସମାଜମଙ୍ଗଳ, ସମବାୟ, ଲୋକସଂପର୍କ |
ସହରାଇ ଓରାମ | : | ଗ୍ରାମ ଉନ୍ନୟନ, ମତ୍ସ୍ୟ |
ଇଗ୍ନେସ ମାଝି | : | ଆଇନ, ଶ୍ରମ, ନିଯୁକ୍ତି ଓ ଗୃହ ନିର୍ମାଣ |
ହରିହର ସ୍ୱାଇଁ | : | ବାଣିଜ୍ୟ ଓ ପରିବହନ, ଜେଲ |
୨୧୬ . ଓଡ଼ିଶା ରାଜନୀତିର ଇତିହାସ