ପୃଷ୍ଠା:Odisha Rajanitira Itihasa.pdf/୨୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଷ୍ଟମ ବିଧାନସଭା ୧୯୮୦ ଜୁନ୍‍ ୯ ତାରିଖ ଦିନ ଗଠିତ ହେଲା । ବିଧାନସଭାର ନବନିର୍ବାଚିତ ସଦସ୍ୟମାନେ ଜୁନ୍‍ ୧୧ ଓ ୧୨ ତାରିଖରେ ଶପଥ ଗ୍ରହଣ କଲେ । ବରିଷ୍ଠ ବିଧାୟକ ପ୍ରସନ୍ନ କୁମାର ଦାସ ଅସ୍ଥାୟୀ ବାଚସ୍ପତି ଭାବରେ ବିଧାୟକମାନଙ୍କୁ ଶପଥ ପାଠ କରାଇଲେ ।୨୨୪ . ଓଡ଼ିଶା ରାଜନୀତିର ଇତିହାସ