ଏହି ପୃଷ୍ଠାଟି ବୈଧ ହୋଇସାରିଛି
କ୍ୟାବିନେଟ ମନ୍ତ୍ରୀ :
| ଜାନକୀ ବଲ୍ଲଭ ପଟ୍ଟନାୟକ | : | ମୁଖ୍ୟମନ୍ତ୍ରୀ: ସାଧାରଣ ପ୍ରଶାସନ, ସ୍ୱରାଷ୍ଟ୍ର, ସୂଚନା ଓ |
| ଲୋକସମ୍ପର୍କ, ଯୋଜନା ଓ ସମନ୍ୱୟ, ଶିଳ୍ପ, ଜଳସେଚନ ଓ | ||
| ବିଦ୍ୟୁତ (କ୍ଷୁଦ୍ର ଜଳସେଚନ ସମେତ) ବିଭାଗର ମନ୍ତ୍ରୀ; | ||
| ଉପେନ୍ଦ୍ର ଦୀକ୍ଷିତ | : | ଖାଦ୍ୟ ଓ ଯୋଗାଣ |
| କାହ୍ନୁଚରଣ ଲେଙ୍କା | : | ରାଜସ୍ୱ ଓ ଅବକାରୀ |
| ବାସୁଦେବ ମହାପାତ୍ର | : | କୃଷି ଓ ସମବାୟ |
| ଗଙ୍ଗାଧର ମହାପାତ୍ର | : | ଶିକ୍ଷା ଓ ଯୁବସେବା |
| ଦୟାନିଧି ନାୟକ | : | ପୂର୍ତ୍ତ (ଗ୍ରାମ୍ୟ ରାସ୍ତା ଓ କୋଠାବାଡ଼ି ସମେତ) |
| ରଘୁନାଥ ପଟ୍ଟନାୟକ | : | ଅର୍ଥ |
| ରାମଚନ୍ଦ୍ର ଉଲାକା | : | ହରିଜନ ଓ ଆଦିବାସୀ କଲ୍ୟାଣ |
ରାଷ୍ଟ୍ର ମନ୍ତ୍ରୀ :
| ହରିହର କରଣ | : | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ |
| କୁଆଁରିଆ ମାଝି | : | ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ |
| ଯୁଗଳ କିଶୋର ପଟ୍ଟନାୟକ | : | ଶ୍ରମ, କର୍ମସଂସ୍ଥାନ, ପର୍ଯ୍ୟଟନ, କ୍ରୀଡ଼ା ଓ ସଂସ୍କୃତି |
| ଭଜମନ ବେହେରା | : | ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପୁନର୍ଗଠନ |
| ନିରଞ୍ଜନ ପଟ୍ଟନାୟକ | : | ଜଳସେଚନ ଓ ବିଦ୍ୟୁତ (କ୍ଷୁଦ୍ର ଜଳସେଚନ ସମେତ) |
| ବସନ୍ତ କୁମାର ବିଶ୍ୱାଳ | : | ଗୃହ ନିର୍ମାଣ, ପୌର ଉନ୍ନୟନ, ଖଣି ଓ ଭୂତତ୍ତ୍ୱ |
| ହବିବୁଲ୍ଲା ଖାଁ | : | କୃଷି ଓ ସମବାୟ |
| କୃଷ୍ଣ ଚରଣ ପଟ୍ଟନାୟକ | : | ଆଇନ ବାଣିଜ୍ୟ ଓ ପରିବହନ |
| କିଶୋର ଚନ୍ଦ୍ର ପଟେଲ | : | ଶିଳ୍ପ ବିଭାଗ ଓ ଲଳିତ ମୋହନ ଗାନ୍ଧୀ- ସୂଚନା,ଲୋକସମ୍ପର୍କ, ଯୋଜନା ଓ ସମନ୍ୱୟ |
ଉପମନ୍ତ୍ରୀ :
| ସରସ୍ୱତୀ ହେମ୍ବ୍ରମ୍ | : | ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପୁନର୍ଗଠନ |
ମୁଖ୍ୟମନ୍ତ୍ରୀ ହେବା ପରେ ଜାନକୀଙ୍କ ବେତାର ବାର୍ତ୍ତା :
ଗତ ଛ'ମାସ ମଧ୍ୟରେ ଦେଶରେ ତଥା ଓଡ଼ିଶାର ରାଜନୈତିକ ଜୀବନରେ ଏକ ବୈପ୍ଲବିକ ପରିବର୍ତ୍ତନ ଘଟିଯାଇଛି । ଲୋକେ ତାଙ୍କର ସେବାର ମାଧ୍ୟମ ଓ ପରିବର୍ତ୍ତନର ଅସ୍ତ୍ର ରୂପେ ଶ୍ରୀମତୀ
ଓଡ଼ିଶା ରାଜନୀତିର ଇତିହାସ . ୨୩୧