ଏହି ପୃଷ୍ଠାଟି ବୈଧ ହୋଇସାରିଛି
କ୍ୟାବିନେଟ ମନ୍ତ୍ରୀ :
ଜାନକୀ ବଲ୍ଲଭ ପଟ୍ଟନାୟକ | : | ମୁଖ୍ୟମନ୍ତ୍ରୀ, ଘରୋଇ, ସାଧାରଣ ପ୍ରଶାସନ, ଅର୍ଥ, ଯୋଜନା, |
ସମନ୍ୱୟ, ବିଜ୍ଞାନ, କାରିଗରୀ କୌଶଳ ଓ ପରିବେଶ, ଶିଳ୍ପ, | ||
ସୂଚନା ଓ ଲୋକସମ୍ପର୍କ, କ୍ରୀଡ଼ା, ପୂର୍ତ୍ତ, ଖଣି ଓ ଭୂତତ୍ତ୍ୱ, ଗୃହ | ||
ଓ ନଗର ଉନ୍ନୟନ, ଜଳସେଚନ ଓ ବିଦ୍ୟୁତ | ||
(୩୦.୪.୧୯୮୫ରେ ରାଜସ୍ୱ ବିଭାଗ ଦାୟିତ୍ୱ ଗ୍ରହଣ) | ||
ଅନୁପ ସିଂହଦେଓ | : | ବାଣିଜ୍ୟ ଓ ପରିବହନ |
ଭଜମନ ବେହେରା | : | ହରିଜନ ଓ ଆଦିବାସୀ କଲ୍ୟାଣ |
ଗଙ୍ଗାଧର ମହାପାତ୍ର | : | ଆଇନ, ପର୍ଯ୍ୟଟନ ଓ ସଂସ୍କୃତି |
ଯୁଗଳ କିଶୋର ପଟ୍ଟନାୟକ | : | ଶିକ୍ଷା ଓ ଯୁବସେବା |
ନିରଞ୍ଜନ ପଟ୍ଟନାୟକ | : | ରାଜସ୍ୱ (୩୦.୪.୧୯୮୫ରେ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ) |
ବଟକୃଷ୍ଣ ଜେନା | : | ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପୁନର୍ଗଠନ ବିଭାଗ ରାଷ୍ଟ୍ରମନ୍ତ୍ରୀ |
ଭୁପାଳ ମହାପାତ୍ର | : | (୧୩.୩.୧୯୮୫ରେ ଶପଥ ଗ୍ରହଣ)- ଜଙ୍ଗଲ ବିଭାଗ |
ରାଷ୍ଟ୍ର ମନ୍ତ୍ରୀ :
ଡମ୍ବରୁଧର ଉଲାକା | : | ଅବକାରୀ |
କୁମାରୀ ଫ୍ରିଡ଼ା ଟପ୍ନୋ | : | ମତ୍ସ୍ୟ ଓ ପଶୁପାଳନ |
ହବିବୁଲ୍ଲା ଖାଁ | : | ଖାଦ୍ୟ ଓ ଯୋଗାଣ |
ହେମାନନ୍ଦ ବିଶ୍ୱାଳ | : | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ |
ମହମ୍ମଦ ମୁଜାଫର ହୁସେନ ଖାଁ | : | ଶ୍ରମ ଓ କର୍ମ ଯୋଗାଣ |
ମୋହନ ନାଗ | : | ଜଳସେଚନ |
ନାଗାର୍ଜୁନ ପ୍ରଧାନ | : | ସମବାୟ |
ଶରତଚନ୍ଦ୍ର ପଣ୍ଡା | : | କୃଷି ବିଭାଗ |
ଶପଥ ଗ୍ରହଣ ଓ ବାଚସ୍ପତି, ଉପବାଚସ୍ପତି ନିର୍ବାଚନ :
ଶ୍ରଦ୍ଧାକର ସୂପକାର ଅସ୍ଥାୟୀ ବାଚସ୍ପତି ଭାବରେ ନବନିର୍ବାଚିତ ବିଧାୟକମାନଙ୍କୁ ୧୩.୩.୧୯୮୫ରେ ଶପଥ ପାଠ କରାଇଲେ । ଏହାପରେ ୧୪ ତାରିଖ ଦିନ ପୂର୍ବ ବିଧାନସଭାର ବାଚସ୍ପତି ଥିବା ପ୍ରସନ୍ନ କୁମାର ଦାସ ସର୍ବସମ୍ମତି କ୍ରମେ ନବମ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ । ଚିନ୍ତାମଣି ଦ୍ୟାନ ସାମନ୍ତରାୟ ମଧ୍ୟ ଉପବାଚସ୍ପତି୨୪୬ . ଓଡ଼ିଶା ରାଜନୀତିର ଇତିହାସ