ଏହି ପୃଷ୍ଠାଟି ବୈଧ ହୋଇସାରିଛି
| ଗଙ୍ଗାଧର ମହାପାତ୍ର | : | ଅର୍ଥ ଓ ଆଇନ |
| ରାମଚନ୍ଦ୍ର ଉଲାକା | : | ଜଳସେଚନ ଓ ବିଦ୍ୟୁତ |
| ରାସ ବିହାରୀ ବେହେରା | : | କୃଷି ଓ ସମବାୟ |
| ସେକ୍ ମତଲୁବ ଅଲ୍ଲି | : | ଶିକ୍ଷା ଓ ଯୁବସେବା |
ରାଷ୍ଟ୍ରମନ୍ତ୍ରୀ :
| ଅମର ପ୍ରଧାନ | : | ସୂଚନା ଓ ଲୋକସମ୍ପର୍କ (ସ୍ୱାଧୀନ ଦାୟିତ୍ୱ) ଏବଂ ଉଠା ଜଳସେଚନ |
| ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ | : | ପର୍ଯ୍ୟଟନ ଓ ସଂସ୍କୃତି (ସ୍ୱାଧୀନ ଦାୟିତ୍ୱ) |
| ଦୋଳଗୋବିନ୍ଦ ପ୍ରଧାନ | : | ନଗର ଉନ୍ନୟନ ବିଭାଗ (ସ୍ୱାଧୀନ ଦାୟିତ୍ୱ) |
| ଫ୍ରିଡା ଟପ୍ନୋ | : | ଶିକ୍ଷା ଓ ଯୁବ ସେବା |
| ଗଦାଧର ମାଝି | : | ଗୃହ ଯୋଗାଣ, ଏବଂ ଶ୍ରମ ଓ କର୍ମଯୋଗାଣ (ସ୍ୱାଧୀନ ଦାୟିତ୍ୱ) |
| ଜଗନ୍ନାଥ ରାଉତ | : | ଶିଳ୍ପ |
| ଜୟଦେବ ଜେନା | : | ଖଣି ଓ ଭୂତତ୍ତ୍ୱ (ସ୍ୱାଧୀନ ଦାୟିତ୍ୱ) ଏବଂ ବିଜ୍ଞାନ ଓ କାରିଗରୀ |
| କାର୍ତ୍ତିକ ପ୍ରସାଦ ତରିଆ | : | କୃଷି ଓ ସମବାୟ |
| ମୋହନ ନାଗ | : | ମତ୍ସ୍ୟ ଓ ପଶୁପାଳନ ବିଭାଗ (ସ୍ୱାଧୀନ ଦାୟିତ୍ୱ) |
| ନେତ୍ରାନନ୍ଦ ମଲ୍ଲିକ | : | ଜଙ୍ଗଲ ଓ ପରିବେଶ ବିଭାଗ (ସ୍ୱାଧୀନ ଦାୟିତ୍ୱ) |
| ପ୍ରକାଶ ଚନ୍ଦ୍ର ଦେବତା | : | ନିର୍ମାଣ |
| ରାଘବ ପରିଡ଼ା | : | ଖାଦ୍ୟ ଓ ଯୋଗାଣ |
| ସରସ୍ୱତୀ ହେମ୍ବ୍ରମ | : | ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ୍ୟ ପୁର୍ନଗଠନ |
| ସୀତାକାନ୍ତ ମହାପାତ୍ର | : | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ (ସ୍ୱାଧୀନ ଦାୟିତ୍ୱ) |
ଉପମନ୍ତ୍ରୀ :
| ପରମା ପୂଜାରୀ | : | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ |
| ଯୁଧିଷ୍ଠିର ଜେନା | : | ହରିଜନ ଓ ଆଦିବାସୀ କଲ୍ୟାଣ ଏବଂ ଶ୍ରମ ଓ କର୍ମ ଯୋଗାଣ |
ନନ୍ଦିନୀ ଶତପଥୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ହେବା ସହ ରାଜ୍ୟ ଯୋଜନାବୋର୍ଡର ଅଧ୍ୟକ୍ଷା ମଧ୍ୟ ହେଲେ । ଏହି ନବମ ବିଧାନସଭାର ୧୧ଟି ଅଧିବେଶନ ଓ ୧୮୮ଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବିଧାନସଭା ୧୯୯୦ ମସିହା ମାର୍ଚ୍ଚମାସ ୩ ତାରିଖ ଦିନ ଭଙ୍ଗ ହୋଇଥିଲା ।
ଓଡ଼ିଶା ରାଜନୀତିର ଇତିହାସ . ୨୫୩