ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଶ୍ରୀମତୀ ସୁଜ୍ଞାନ କୁମାରୀ ଦେଓ- (ଜନତାଦଳ)- ଖଲ୍ଲିକୋଟ (ଗଂଜାମ), ଶ୍ରୀମତୀ ପ୍ରମିଳା ମଲ୍ଲିକ(ଜନତାଦଳ)- ଆଳି (କେନ୍ଦ୍ରାପଡା), ଶ୍ରୀମତୀ ଶାନ୍ତି ଦେବୀ- (ଜନତା ଦଳ)- ସୋରଡା (ଗଂଜାମ) ଓ ଶ୍ରୀମତୀ ଉଷା ଦେବୀ (ଜନତା ଦଳ)- ଚିକିଟି (ଗଂଜାମ) । ଦଶମ ବିଧାନସଭା ସଦସ୍ୟ (୧୯୯୦) :
| କରଞ୍ଜିଆ | ରଘୁନାଥ ହେମ୍ବ୍ରମ୍ | ଜନତା ଦଳ |
| ଯଶୀପୁର | ମଙ୍ଗଳସିଂହ ମୁଦି | ଜନତା ଦଳ |
| ବହଲଦା | ଖେଲାରାମ ମହାଲିି | ସ୍ୱାଧୀନ |
| ରାଇରଙ୍ଗପୁର | ଚୈତନ୍ୟ ପ୍ରସାଦ ମାଝି | ଜନତା ଦଳ |
| ବାଙ୍ଗିରିପୋଷି | ସୁଦାମ ଚରଣ ମାରାଣ୍ଡି | ସ୍ୱାଧୀନ |
| କୁଳିଅଣା | କାହ୍ନୁ ସୋରେନ | ଜନତା ଦଳ |
| ବାରିପଦା | ଛତିଶ ଚନ୍ଦ୍ର ଧଳ | ଜନତା ଦଳ |
| ବୈସିଙ୍ଗା | ଅନନ୍ତ ଚରଣ ମାଝି | ଜନତା ଦଳ |
| ଖୁଣ୍ଟା | ବୀରଭଦ୍ର ସିଂହ | ଜନତା ଦଳ |
| ଉଦଳା | ରୋହିଦାସ ସୋରେନ | ଜନତା ଦଳ |
| ଭୋଗରାଇ | ଡାଃ. କମଳା ଦାସ | ଜନତା ଦଳ |
| ଜଳେଶ୍ୱର | ଅଶ୍ୱିନୀ କୁମାର ପାତ୍ର | ଜନତା ଦଳ |
ଓଡ଼ିଶା ରାଜନୀତିର ଇତିହାସ . ୨୫୫