ଏହି ପୃଷ୍ଠାଟି ବୈଧ ହୋଇସାରିଛି
| ରେଢ଼ାଖୋଲ | ବସନ୍ତ କୁମାର ମହାନନ୍ଦ | ଜନତା ଦଳ |
| ଦେବଗଡ | ପ୍ରଦୀପ୍ତ ଗଙ୍ଗଦେବ | ଜନତା ଦଳ |
| ସୁନ୍ଦରଗଡ | ଭରତେନ୍ଦ୍ର ଶେଖର ଦେଓ | ଜନତା ଦଳ |
| ତଲସରା | ରଣଜିତ୍ ଭିତ୍ରିୟା | ଜନତା ଦଳ |
| ରାଜଗାଙ୍ଗପୁର | ମଙ୍ଗଳା କିଷାନ | ଜନତା ଦଳ |
| ବୀରମିତ୍ରପୁର | ସତ୍ୟ ନାରାୟଣ ପ୍ରଧାନ | ଜନତା ଦଳ |
| ରାଉରକେଲା | ଦିଲ୍ଲୀପ କୁମାର ରାୟ | ଜନତା ଦଳ |
| ରଘୁନାଥପଲ୍ଲୀ | ରବି ଦେହୁରୀ | ଜନତା ଦଳ |
| ବଣାଇ | ଜୁଏଲ ଓରାମ | ଭାଜପା |
| ଚମ୍ପୁଆ | ସହରାଇ ଓରାମ | ଜନତା ଦଳ |
| ପାଟଣା | କାହ୍ନୁଚରଣ ନାୟକ | ଜନତା ଦଳ |
| କେନ୍ଦୁଝର | ଛୋଟରାୟ ମାଝି | ଜନତା ଦଳ |
| ତେଲକୋଇ | ନୀଳାଦ୍ରି ନାୟକ | ଜନତା ଦଳ |
| ରାମଚନ୍ଦ୍ରପୁର | ବଦ୍ରି ନାରାୟଣ ପାତ୍ର | ଜନତା ଦଳ |
| ଆନନ୍ଦପୁର | ଦାଶରଥି ଜେନା | ଜନତା ଦଳ |
ଶପଥ ଗ୍ରହଣ : ବାଚସ୍ପତି, ଉପବାଚସ୍ପତି ନିର୍ବାଚନ:
ଦଶମ ବିଧାନସଭା ୩ ମାର୍ଚ୍ଚ ୧୯୯୦ରେ ଗଠିତ ହେଲା । ବିଜୁ ପଟ୍ଟନାୟକ ଜନତା ବିଧାୟକ ଦଳ ନେତା ଭାବରେ ନିର୍ବାଚିତ ହୋଇ ନିଜର ଜନ୍ମଦିନ ୫.୩.୧୯୯୦ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ସହ ଅନ୍ୟ କୌଣସି ମନ୍ତ୍ରୀ ସେଦିନ ଶପଥ ଗ୍ରହଣ କରିନଥିଲେ । ପରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ । ନବନିର୍ବାଚିତ ସଦସ୍ୟମାନେ ମାର୍ଚ୍ଚ ୭ତାରିଖରେ ଶପଥ ଗ୍ରହଣ କଲେ । ବୟୋେଜ୍ୟେଷ୍ଠ ସଦସ୍ୟ ଘାସିରାମ ମାଝି ଅସ୍ଥାୟୀ ବାଚସ୍ପତି ଭାବରେ ସଦସ୍ୟମାନଙ୍କୁ ଶପଥ ଗ୍ରହଣ୨୬୦ . ଓଡ଼ିଶା ରାଜନୀତିର ଇତିହାସ