ଏହି ପୃଷ୍ଠାଟି ବୈଧ ହୋଇସାରିଛି
| ଚୌଦ୍ୱାର | କାହ୍ନୁଚରଣ ଲେଙ୍କା | କଂଗ୍ରେସ |
| ବାଙ୍କୀ | ପ୍ରଭାତ ତ୍ରିପାଠୀ | ଜନତା ଦଳ |
| ଆଠଗଡ | ରଣେନ୍ଦ୍ର ପ୍ରତାପ ସ୍ୱାଇଁ | ଜନତା ଦଳ |
| ବଡମ୍ବା | ଦେବୀ ମିଶ୍ର | ଜନତା ଦଳ |
| ବାଲିପାଟଣା | ହୃଷୀକେଶ ନାୟକ | ଜନତା ଦଳ |
| ଭୁବନେଶ୍ୱର | ବିଜୁ ପଟ୍ଟନାୟକ | ଜନତା ଦଳ |
| ଜଟଣୀ | ସୁରେଶ କୁମାର ରାଉତରାୟ | କଂଗ୍ରେସ |
| ପିପିଲି | ଯୁଧିଷ୍ଠିର ସାମନ୍ତରାୟ | କଂଗ୍ରେସ |
| ନିମାପଡା | ରବୀନ୍ଦ୍ର କୁମାର ସେଠି | କଂଗ୍ରେସ |
| କାକଟପୁର | ବୈକୁଣ୍ଠ ନାଥ ସ୍ୱାଇଁ | କଂଗ୍ରେସ |
| ସତ୍ୟବାଦୀ | ପ୍ରସାଦ କୁମାର ହରିଚନ୍ଦନ | କଂଗ୍ରେସ |
| ପୁରୀ | ମହେଶ୍ୱର ମହାନ୍ତି | ଜନତା ଦଳ |
| ବ୍ରହ୍ମଗିରି | ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର | କଂଗ୍ରେସ |
| ଚିଲିକା | ଦେବେନ୍ଦ୍ର ନାଥ ମାନସିଂହ | କଂଗ୍ରେସ |
| ଖୋର୍ଦ୍ଧା | ପ୍ରସନ୍ନ କୁମାର ପାଟ୍ଟଶାଣୀ | ଜନତା ଦଳ |
| ବେଗୁନିଆ | ହରିହର ସାହୁ | କଂଗ୍ରେସ |
| ରଣପୁର | ରମାକାନ୍ତ ମିଶ୍ର | କଂଗ୍ରେସ |
| ନୟାଗଡ | ସୀତାକାନ୍ତ ମିଶ୍ର | କଂଗ୍ରେସ |
| ଖଣ୍ଡପଡା | ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ | କଂଗ୍ରେସ |
| ଦଶପଲ୍ଲା | ରୁଦ୍ରମାଧବ ରାୟ | ଜନତା ଦଳ |
| ଜଗନ୍ନାଥ ପ୍ରସାଦ | ମାଧବାନନ୍ଦ ବେହେରା | ଜନତା ଦଳ |
| ଭଞ୍ଜନଗର | ବିକ୍ରମକେଶରୀ ଆରୁଖ | ଜନତା ଦଳ |
| ସୋରଡା | ଅନନ୍ତ ନାରାୟଣ ସିଂହଦେଓ | ବିଜେପି |
| ଆସ୍କା | ଉଷାରାଣୀ ପଣ୍ଡା | କଂଗ୍ରେସ |
| କବିସୂର୍ଯ୍ୟନଗର | ହରିହର ସ୍ୱାଇଁ | କଂଗ୍ରେସ |
| କୋଦଳା | ରାମକୃଷ୍ଣ ପଟ୍ଟନାୟକ | ଜନତା ଦଳ |
| ଖଲ୍ଲିକୋଟ | ଭି.ସୁଜ୍ଞାନ କୁମାରୀ ଦେଓ | ଜନତା ଦଳ |
| ଛତ୍ରପୁର | ଦୈତାରି ବେହେରା | କଂଗ୍ରେସ |
| ହିଞ୍ଜିଳି | ଉଦୟନା ନାୟକ | କଂଗ୍ରେସ |
| ଗୋପାଳପୁର | ରାମଚନ୍ଦ୍ର ସେଠି | ଜନତା ଦଳ |
| ବ୍ରହ୍ମପୁର | ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ | ଜନତା ଦଳ |
୨୭୨ ଓଡ଼ିଶା ରାଜନୀତିର ଇତିହାସ