ପୃଷ୍ଠା:Odisha Rajanitira Itihasa.pdf/୩୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଲା: କ୍ୟାବିନେଟ୍‍ ମନ୍ତ୍ରୀ: ବିଷ୍ଣୁଚରଣ ଦାସ- ବିଦ୍ୟାଳୟ ଓ ଗଣଶିକ୍ଷା, ରଘୁନାଥ ମହାନ୍ତି- ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର, ଚୈତନ୍ୟ ପ୍ରସାଦ ମାଝି- ଅନୁସୂଚିତ ଜାତି ଓ ଉପଜାତି ବିକାଶ, ସଂଖ୍ୟାଲଘୁ ଓ ଅନୁନ୍ନତବର୍ଗର କଲ୍ୟାଣ; ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ): ଦୁର୍ଯ୍ୟୋଧନ ମାଝି- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ; ଦେବୀ ପ୍ରସାଦ ମିଶ୍ର- ଅବକାରୀ ଓ ପର୍ଯ୍ୟଟନ; ସଂଜୀବ କୁମାର ସାହୁ-

ଓଡ଼ିଶା ରାଜନୀତିର ଇତିହାସ . ୩୦୫