ପୃଷ୍ଠା:Odisha Rajanitira Itihasa.pdf/୩୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଲେ । ୨୨-୫-୨୦୦୯ ତାରିଖରେ ତୃତୀୟ ଥର ପାଇଁ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ । ତାଙ୍କୁ ମିଶାଇ ୧୨ଜଣ କ୍ୟାବିନେଟ୍‍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ଦାୟିତ୍ୱ ରାଷ୍ଟ୍ରମନ୍ତ୍ରୀ ଓ ଜଣେ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କଲେ । ସେମାନେ ଓ ସେମାନଙ୍କ ବିଭାଗଗୁଡ଼ିକ ହେଲା:
କ୍ୟାବିନେଟ ମନ୍ତ୍ରୀ :

ନବୀନ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ; ଜଙ୍ଗଲ ଓ ପରିବେଶ, ସାଧାରଣ ପ୍ରଶାସନ, ଗୃହ ଓ
ପୂର୍ତ୍ତ ବିଭାଗ ମନ୍ତ୍ରୀ
ଅନଙ୍ଗ ଉଦୟ ସିଂହଦେଓ : ଯୋଜନା ଓ ସମନ୍ୱୟ, ସାଧାରଣ ଉଦ୍ୟୋଗ
ବିଜୟରଞ୍ଜନ ସିଂହ ବରିହା : ଅନୁସୂଚିତ ଜାତି, ଉପଜାତି ବିକାଶ, ସଂଖ୍ୟାଲଘୁ ଓ ଅନୁନ୍ନତ ବର୍ଗର କଲ୍ୟାଣ
ବିକ୍ରମ କେଶରୀ ଆରୁଖ : ଆଇନ ଓ ଗ୍ରାମ୍ୟ ଉନ୍ନୟନ
ଡା. ଦାମୋଦର ରାଉତ : ସମବାୟ, ମତ୍ସ୍ୟ ଓ ପଶୁସଂପଦ ବିକାଶ ଓ କୃଷି
ଦେବୀ ପ୍ରସାଦ ମିଶ୍ର : ପର୍ଯ୍ୟଟନ, ସଂସ୍କୃତି ଓ ଉଚ୍ଚଶିକ୍ଷା
ପ୍ରଫୁଲ୍ଲ ସାମଲ : ସୂଚନା, ଲୋକସଂପର୍କ ଓ ପଞ୍ଚାୟତିରାଜ
ପ୍ରଫୁଲ୍ଲ ଚନ୍ଦ୍ର ଘଡା଼ଇ : ଅବକାରୀ ଓ ଅର୍ଥ
ପ୍ରମିଳା ମଲ୍ଲିକ : ମହିଳା ଓ ଶିଶୁକଲ୍ୟାଣ
ପ୍ରସନ୍ନ ଆଚାର୍ଯ୍ୟ : ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ, ସାଧାରଣ ଅଭିଯୋଗ ଓ ପେନସନ
ରଘୁନାଥ ମହାନ୍ତି : ଶିଳ୍ପ, ଖଣି ଓ ଇସ୍ପାତ ଏବଂ ସଂସଦୀୟ ବ୍ୟାପାର
ସୂର୍ଯ୍ୟ ନାରାୟଣ ପାତ୍ର : ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ

ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ):

ଅଞ୍ଜଳି ବେହେରା : ବୟନ ଶିଳ୍ପ ଓ ହସ୍ତତନ୍ତ ଶିଳ୍ପ
ଅତନୁ ସବ୍ୟସାଚୀ ନାୟକ : ଶକ୍ତି
ବଦ୍ରିନାରାୟଣ ପାତ୍ର : ଗୃହ ନିର୍ମାଣ ଓ ନଗର ଉନ୍ନୟନ
ପ୍ରତାପ ଜେନା : ବିଦ୍ୟାଳୟ ଓ ଗଣଶିକ୍ଷା
ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ : କ୍ରୀଡ଼ା ଓ ଯୁବବ୍ୟାପାର
ପୁଷ୍ପେନ୍ଦ୍ର ସିଂହଦେଓ : ଶ୍ରମ ଓ କର୍ମନିୟୋଗ

୩୨୦ . ଓଡ଼ିଶା ରାଜନୀତିର ଇତିହାସ