ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଓଡ଼ିଶାର ମାନ୍ୟବର ବାଚସ୍ପତିଗଣ
(୧୯୩୭-୨୦୧୩)| ୧- | ମୁକୁନ୍ଦ ପ୍ରସାଦ ଦାସ | ୨୮.୦୭.୧୯୩୭ - ୨୯.୦୫.୧୯୪୬ |
| ୨- | ଲାଲମୋହନ ପଟ୍ଟନାୟକ | ୨୯.୦୫.୧୯୪୬ - ୦୬.୦୩.୧୯୫୨ |
| ୩- | ନନ୍ଦକିଶୋର ଦାସ | ୦୬.୦୩.୧୯୫୨ - ୨୭.୦୫.୧୯୫୭ |
| ୪- | ପଣ୍ଡିତ ନୀଳକଣ୍ଠ ଦାସ | ୨୭.୦୫.୧୯୫୭ - ୦୧.୦୭.୧୯୬୧ |
| ୫- | ଲିଙ୍ଗରାଜ ପାଣିଗ୍ରାହୀ | ୦୧.୦୭.୧୯୬୧ - ୧୮.୦୩.୧୯୬୭ |
| ୬- | ନନ୍ଦ କିଶୋର ମିଶ୍ର | ୧୮.୦୩.୧୯୬୭ - ୧୨.୦୪.୧୯୭୧ |
| ୭- | ନନ୍ଦକିଶୋର ମିଶ୍ର | ୧୨.୦୪.୧୯୭୧ - ୨୧.୦୩.୧୯୭୪ |
| ୮- | ବ୍ରଜମୋହନ ମହାନ୍ତି | ୨୧.୦୩.୧୯୭୪ - ୦୧.୦୭.୧୯୭୭ |
| ୯- | ସତ୍ୟପ୍ରିୟ ମହାନ୍ତି | ୦୧.୦୭.୧୯୭୭ - ୧୨.୦୭.୧୯୮୦ |
| ୧୦- | ସୋମନାଥ ରଥ (ଇସ୍ତଫା ପ୍ରଦାନ) | ୧୨.୦୬.୧୯୮୦ - ୧୧.୦୨.୧୯୮୪ |
| ୧୧- | ପ୍ରସନ୍ନ କୁମାର ଦାସ | ୨୨.୦୨.୧୯୮୪ - ୧୪.୦୨.୧୯୮୫ |
| ୧୨- | ପ୍ରସନ୍ନ କୁମାର ଦାସ | ୧୪.୦୨.୧୯୮୫ - ୦୯.୦୩.୧୯୯୦ |
| ୧୩- | ଯୁଧିଷ୍ଠିର ଦାସ | ୦୯.୦୩.୧୯୯୦ - ୨୨.୦୩.୧୯୯୫ |
| ୧୪- | କିଶୋର ଚନ୍ଦ୍ର ପଟେଲ (ଇସ୍ତଫା ପ୍ରଦାନ) | ୨୨.୦୩.୧୯୯୫ - ୧୪.୦୧.୧୯୯୬ |
| ୧୫- | ଚିନ୍ତାମଣି ଦ୍ୟାନସାମନ୍ତରା | ୧୬.୦୨.୧୯୯୬ - ୦୧.୦୩.୨୦୦୦ |
| ୧୬- | ଶରତ କୁମାର କର | ୧୦.୦୩.୨୦୦୦ - ୨୧.୦୫.୨୦୦୪ |
| ୧୭- | ମହେଶ୍ୱର ମହାନ୍ତି | ୨୧.୦୫.୨୦୦୪ - ୩୧.୦୫.୨୦୦୮ |
| ୧୮- | ପ୍ରହ୍ଲାଦ ଦୋରା (ଅସ୍ଥାୟୀ) | ୩୧.୦୫.୨୦୦୮ - ୧୯.୦୮.୨୦୦୮ |
| ୧୯- | କିଶୋର କୁମାର ମହାନ୍ତି | ୧୯.୦୮.୨୦୦୮ - ୨୫.୦୫.୨୦୦୯ |
| ୨୦- | ପ୍ରଦୀପ କୁମାର ଅମାତ | ୨୫.୦୫.୨୦୦୯ - |
୩୪୮ ଓଡ଼ିଶା ରାଜନୀତିର ଇତିହାସ