ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପରିଶିଷ୍ଟ "ଙ'
ଓଡ଼ିଶାର ମାନ୍ୟବର ଉପବାଚସ୍ପତିଗଣ
(୧୯୩୭-୨୦୧୩)
| ୧- | ନନ୍ଦକିଶୋର ଦାସ | ୨୮.୦୭.୧୯୩୭ - ୧୪.୦୯.୧୯୪୫ |
| ୨- | ଶ୍ରୀମତୀ ଏ. ଲକ୍ଷ୍ମୀବାଈ | ୨୯.୦୫.୧୯୪୬ - ୨୦.୦୨.୧୯୫୨ |
| ୩- | ମୌଲବୀ ମହମ୍ମଦ ହନିଫ୍ | ୦୮.୦୩.୧୯୫୨ - ୦୪.୦୩.୧୯୫୭ |
| ୪- | ଯଦୁମଣି ମଙ୍ଗରାଜ | ୨୯.୦୫.୧୯୫୭ - ୨୫.୦୨.୧୯୬୧ |
| ୫- | ଲୋକନାଥ ମିଶ୍ର (ପାଟକୁରା) | ୨୮.୦୮.୧୯୬୧ - ୦୧.୦୩.୧୯୬୭ |
| ୬- | ହରିହର ବାହିନୀପତି | ୨୯.୦୩.୧୯୬୭ - ୨୩.୦୧.୧୯୭୧ |
| ୭- | ନାରାୟଣ ବୀରବର ସାମନ୍ତ | ୦୬.୦୫.୧୯୭୧ - ୦୩.୦୩.୧୯୭୩ |
| ୮- | ଚିନ୍ତାମଣି ଜେନା | ୨୯.୦୩.୧୯୭୪ - ୩୦.୦୪.୧୯୭୭ |
| ୯- | ସୁରେନ୍ଦ୍ର ନାଥ ନାୟକ | ୨୭.୦୭.୧୯୭୭ - ୧୭.୦୨.୧୯୮୦ |
| ୧୦- | ହିମାଂଶୁ ଶେଖର ପାଢ଼ୀ | ୦୨.୦୭.୧୯୮୦ - ୦୯.୦୩.୧୯୮୫ |
| ୧୧- | ଚିନ୍ତାମଣି ଦ୍ୟାନସାମନ୍ତରା | ୧୮.୦୩.୧୯୮୫ - ୦୩.୦୩.୧୯୯୦ |
| ୧୨- | ପ୍ରହ୍ଲାଦ ଦୋରା | ୨୨.୦୩.୧୯୯୦ - ୧୫.୦୩.୧୯୯୫ |
| ୧୩- | ଚିନ୍ତାମଣି ଦ୍ୟାନସାମନ୍ତରା | ୨୮.୦୩.୧୯୯୫ - ୧୨.୦୨.୧୯୯୬ |
| ୧୪- | ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ | ୧୫.୦୩.୧୯୯୬ - ୨୯.୦୨.୨୦୦୦ |
| ୧୫- | ରାମଚନ୍ଦ୍ର ପଣ୍ଡା | ୨୭.୦୩.୨୦୦୦ - ୦୬.୦୨.୨୦୦୪ |
| ୧୬- | ପ୍ରହ୍ଲାଦ ଦୋରା | ୦୩.୦୭.୨୦୦୪ - ୧୯.୦୫.୨୦୦୯ |
| ୧୭- | ଲାଲବିହାରୀ ହିମିରିକା (ଇସ୍ତଫା ପ୍ରଦାନ) | ୧୦.୦୬.୨୦୦୯ - ୧୦.୦୫.୨୦୧୧ |
| ୧୮- | ସାନନ୍ଦ ମାରାଣ୍ଡି | ୧୭.୦୮.୨୦୧୧- |
ଓଡ଼ିଶା ରାଜନୀତିର ଇତିହାସ ୩୪୯