ଏହି ପୃଷ୍ଠାଟି ବୈଧ ହୋଇସାରିଛି
| ନୀଳମଣି ରାଉତରାୟ | କଂଗ୍ରେସ | ଦକ୍ଷିଣ ବାଲେଶ୍ୱର (ସାଧାରଣ) |
| କରୁଣାକର ପାଣିଗ୍ରାହୀ | କଂଗ୍ରେସ | ଉତ୍ତର ବାଲେଶ୍ୱର ସଦର (ସାଧାରଣ) |
| ହରେକୃଷ୍ଣ ମହତାବ | କଂଗ୍ରେସ | ପୂର୍ବ ଭଦ୍ରକ (ସାଧାରଣ) |
| ନବକୃଷ୍ଣ ଚୌଧୁରୀ (ଉପନିର୍ବାଚନ) | କଂଗ୍ରେସ | |
| ଭାଗବତ ସାହୁ | କଂଗ୍ରେସ | ପଶ୍ଚିମ ଭଦ୍ରକ (ସାଧାରଣ) |
| ବୃନ୍ଦାବନ ଚନ୍ଦ୍ର ଦାସ | କଂଗ୍ରେସ | ପଶ୍ଚିମ ଭଦ୍ରକ (ଅନୁସୂଚିତ ଜାତି) |
| ବୋଧିରାମ ଦୁବେ | କଂଗ୍ରେସ | ସମ୍ବଲପୁର ସଦର (ସାଧାରଣ) |
| ୧୩.୧୨.୧୯୪୭ରେ ଇସ୍ତଫା ପ୍ରଦାନ | ||
| ଶ୍ରଦ୍ଧାକର ସୂପକାର | କଂଗ୍ରେସ (୧.୧୨.୧୯୫୦ରେ ନିର୍ବାଚିତ) | |
| ମୋହନ ସିଂହ | କଂଗ୍ରେସ | ସମ୍ବଲପୁର ସଦର (ଅ.ସୂ.ଜା) |
| ଲାଲ ରଣଜିତ୍ ସିଂହ ବରିହା | କଂଗ୍ରେସ | ପଶ୍ଚିମ ବରଗଡ (ସାଧାରଣ) |
| ଲକ୍ଷ୍ମୀନାରାୟଣ ମିଶ୍ର | କଂଗ୍ରେସ | ପୂର୍ବ ବରଗଡ଼ (ସାଧାଣରଣ) |
| ବିଶି ବିଭାର | କଂଗ୍ରେସ | ପୂର୍ବ ବରଗଡ (ଅନୁସୂଚିତ ଜାତି) |
| ଆର୍ତ୍ତତ୍ରାଣ ଦେବ | କଂଗ୍ରେସ | ଖଡ଼ିଆଳ (ସାଧାରଣ) |
| ଦୀନବନ୍ଧୁ ବେହେରା | କଂଗ୍ରେସ | ଘୁମୁସର (ସାଧାରଣ) |
| ଜଗନ୍ନାଥ ମିଶ୍ର | କଂଗ୍ରେସ | କୋଦଳା (ସାଧାରଣ) |
| ନାରାୟଣ ପଣ୍ଡା | କଂଗ୍ରେସ | ଛତ୍ରପୁର (ସାଧାରଣ) |
| ମଧୁସୂଦନ ମହାପାତ୍ର | କଂଗ୍ରେସ | ଆସ୍କା ସଦର (ସାଧାରଣ) |
| ଇଶ୍ୱର ନାଏକ | କଂଗ୍ରେସ | ଆସ୍କା ସଦର ଅନୁସୂଚିତ ଜାତି |
| ଉମାଚରଣ ପଟ୍ଟନାୟକ | କଂଗ୍ରେସ | ବ୍ରହ୍ମପୁର (ସାଧାରଣ) |
| ସୋମନାଥ ପଣ୍ଡା | କଂଗ୍ରେସ | ବ୍ରହ୍ମପୁର (ସାଧାରଣ) |
| ନାରାୟଣ ମୂର୍ତ୍ତିିଗାଡ଼େ | କଂଗ୍ରେସ | ବ୍ରହ୍ମପୁର (ସାଧାରଣ) |
| ନାରାୟଣ ପାତ୍ର | କଂଗ୍ରେସ | ବାଲିଗଡା କନ୍ଧମାଳ (ସାଧାରଣ) |
| ଅନନ୍ତ ତ୍ରିପାଠୀ ଶର୍ମା | କଂଗ୍ରେସ | ପାରଳାଖେମୁଣ୍ଡି (ସାଧାରଣ) |
| ସଦାଶିବ ତ୍ରିପାଠୀ | କଂଗ୍ରେସ | ନବରଙ୍ଗପୁର (ସାଧାରଣ) |
| ରାଧାମୋହନ ସାହୁ | କଂଗ୍ରେସ | ଜୟପୁର-ମାଲକାନଗିରି |
| ରାଧାକୃଷ୍ଣ ବିଶ୍ୱାସରାୟ | କଂଗ୍ରେସ | କୋରାପୁଟ (ସାଧାରଣ) |
| (୧୩.୭.୧୯୪୮ରେ ଇସ୍ତଫା) | ||
| ଶ୍ରୀମତୀ ପ୍ରିୟମ୍ବଦା ଦେବୀ | କଂଗ୍ରେସ | କଟକ ଟାଉନ (ମହିଳା) |
| ଶ୍ରୀମତୀ ଏ.ଲକ୍ଷ୍ମୀବାଈ | କଂଗ୍ରେସ | ବ୍ରହ୍ମପୁର (ମହିଳା) |
ଓଡ଼ିଶା ରାଜନୀତିର ଇତିହାସ . ୪୭