ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରଥମ ବିଧାନସଭାର ନିର୍ବାଚିତ ସଦସ୍ୟ (୧୯୫୧-୫୨) :
| ମାଲକାନଗିରି | ଲକ୍ଷ୍ମଣ ଗୌଡ | ଗଣତନ୍ତ୍ର ପରିଷଦ |
| ପଣ୍ଡୁଆ | ଗଣେଶ୍ୱର ମହାପାତ୍ର | ଗଣତନ୍ତ୍ର ପରିଷଦ |
| ନବରଂଗପୁର (ଯୁଗ୍ମ) | ସଦାଶିବ ତ୍ରିପାଠୀ | କଂଗ୍ରେସ |
| ମୁଦି ନାଇକୋ | କଂଗ୍ରେସ | |
| ଜୟପୁର (ଯୁଗ୍ମ) | ହରିହର ମିଶ୍ର | ଗଣତନ୍ତ୍ର ପରିଷଦ |
| ଲଇଚନ ନାଇକୋ | ଗଣତନ୍ତ୍ର ପରିଷଦ | |
| କୋରାପୁଟ | ଗଙ୍ଗାମୁଦୁଲି | ଗଣତନ୍ତ୍ର ପରିଷଦ |
| ନନ୍ଦପୁର | ଭଗବାନ ଖେମୁଣ୍ଡୁ ନାଏକ | କଂଗ୍ରେସ |
| ରାୟଗଡ଼ା | ମଦାଙ୍ଗି କାମାୟା | କଂଗ୍ରେସ |
| ବିଷମକଟକ | ଉଲାକା ଶ୍ୟାମଘନ | ଗଣତନ୍ତ୍ର ପରିଷଦ |
| ଗୁଣୁପୁର | ଶବର ଡୁମ୍ବା | ଗଣତନ୍ତ୍ର ପରିଷଦ |
| ବାଲିଗୁଡ଼ା | ଯାଦବ ପାତ୍ର | କଂଗ୍ରେସ |
| ଫୁଲବାଣୀ-ଉଦୟଗିରି (ଯୁଗ୍ମ) | ବାଳକକୃଷ୍ଣ ମଲ୍ଲିକ | ସ୍ୱାଧୀନ |
| ସଦାନନ୍ଦ ସାହୁ (ମୃତ୍ୟୁ ପରେ) | ସ୍ୱାଧୀନ | |
| ସାରଙ୍ଗଧର ପ୍ରଧାନ | କଂଗ୍ରେସ | |
| ବଉଦ | ହିମାଂଶୁ ଶେଖର ପାଢ଼ୀ | ସ୍ୱାଧୀନ |
| ଆଠମଲ୍ଲିକ | ଦୁତୀୟା ରାଉଳ | ସ୍ୱାଧୀନ |
| ରାଜା କିଶୋର ଚନ୍ଦ୍ର ଦେବ | କଂଗ୍ରେସ | |
| ଅନୁଗୁଳ-ହିନ୍ଦୋଳ (ଯୁଗ୍ମ) | ହୃଷୀକେଶ ତ୍ରିପାଠୀ | କଂଗ୍ରେସ |
| ଅରକ୍ଷିତ ନାୟକ | କଂଗ୍ରେସ | |
| ତାଳଚେର | ପବିତ୍ର ମୋହନ ପ୍ରଧାନ | କଂଗ୍ରେସ |
| ପାଲଲହଡା-କିଶୋର ନଗର (ଯୁଗ୍ମ) | ମହେଶ ଚନ୍ଦ୍ର ସୁବାହୁ ସିଂହ | କଂଗ୍ରେସ |
| ବାଇଧର ନାୟକ | କଂଗ୍ରେସ | |
| ଢେଙ୍କାନାଳ (ଯୁଗ୍ମ) | ବୈଷ୍ଣବ ଚରଣ ପଟ୍ଟନାୟକ | କମ୍ୟୁନିଷ୍ଟ |
| ମଦନ ଦେହୁରୀ | କମ୍ୟୁନିଷ୍ଟ | |
| ଭବାନୀପାଟଣା (ଯୁଗ୍ମ) | ଜନାର୍ଦ୍ଦନ ମାଝି | ଗଣତନ୍ତ୍ର ପରିଷଦ |
| ଜେ.ସି. ସିଂହଦେଓ | ଗଣତନ୍ତ୍ର ପରିଷଦ | |
| ଜୟପାଟଣା-କାଶୀପୁର | ଝାଝୁର ଝୁରିଆ | କଂଗ୍ରେସ |
ଓଡ଼ିଶା ରାଜନୀତିର ଇତିହାସ . ୯୩