ଏହି ପୃଷ୍ଠାଟି ବୈଧ ହୋଇସାରିଛି
| ସତ୍ୟବାଦୀ | ନୀଳକଣ୍ଠ ଦାସ | ସ୍ୱାଧୀନ |
| ପିପିଲି | ଜୟକୃଷ୍ଣ ମହାନ୍ତି | ସ୍ୱାଧୀନ |
| ପୁରୀ | ଫକୀର ଚରଣ ଦାସ | ସୋସାଲିଷ୍ଟ |
| ବ୍ରହ୍ମଗିରି | ବିଶ୍ୱନାଥ ପରିଡ଼ା | ସ୍ୱାଧୀନ |
| ବାଣପୁର | ଗୋଦାବରୀଶ ମିଶ୍ର | ସ୍ୱାଧୀନ |
| ଭୁବନେଶ୍ୱର (ଯୁଗ୍ମ) | ସତ୍ୟପ୍ରିୟ ମହାନ୍ତି | କଂଗ୍ରେସ |
| କାହ୍ନୁ ମଳିକ | କଂଗ୍ରେସ | |
| ଖୋର୍ଦ୍ଧା | ମାଧବ ଚନ୍ଦ୍ର ରାଉତରାୟ | କଂଗ୍ରେସ |
| ରଣପୁର | ବସନ୍ତ ମଞ୍ଜରୀ ଦେବୀ | କଂଗ୍ରେସ |
| ବେଗୁନିଆ | ଗଙ୍ଗାଧର ପାଇକରାୟ | କମ୍ୟୁନିଷ୍ଟ |
| ନୟାଗଡ଼ | କେ.ସି ସିଂହମାନ୍ଧାତା | ସ୍ୱାଧୀନ |
| ଖଣ୍ଡପଡ଼ା | ହରିହର ସିଂହ ମର୍ଦ୍ଦରାଜ | ସ୍ୱାଧୀନ |
| ଦଶପଲ୍ଲା | କୃଷ୍ଣଚନ୍ଦ୍ର ଦେଓ ଭଞ୍ଜ | କଂଗ୍ରେସ |
| ଜଗନ୍ନାଥପ୍ରସାଦ | ବିଜୟାନନ୍ଦ ପଟ୍ଟନାୟକ | କଂଗ୍ରେସ |
| ରସୁଲକୁଣ୍ଡା | ଦୀନବନ୍ଧୁ ବେହେରା | କଂଗ୍ରେସ |
| ଆସ୍କା (ଯୁଗ୍ମ) | ହରିହର ଦାସ | କମ୍ୟୁନିଷ୍ଟ |
| ମୋହନ୍ ନାୟକ | କମ୍ୟୁନିଷ୍ଟ | |
| ଖଲ୍ଲିକୋଟ | ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ | ସ୍ୱାଧୀନ |
| କୋଦଳା | ବନମାଳୀ ମହାରଣା | ସୋସାଲିଷ୍ଟ |
| ପୁରୁଷୋତ୍ତମପୁର | ହରିହର ଦାସ | କଂଗ୍ରେସ |
| ଛତ୍ରପୁର | ଭି.ସୀତାରାମାୟା | ସ୍ୱାଧୀନ |
| ପାଟପୁର | ଗୋବିନ୍ଦ ପ୍ରଧାନ | କମ୍ୟୁନିଷ୍ଟ |
| ବ୍ରହ୍ମପୁର (ଯୁଗ୍ମ) | ଦଣ୍ଡପାଣି ଦାସ | ସ୍ୱାଧୀନ |
| ରାମଚନ୍ଦ୍ର ମିଶ୍ର | ସ୍ୱାଧୀନ | |
| ପାରଳାଖେମୁଣ୍ଡି (ଯୁଗ୍ମ) | ଜଗନ୍ନାଥ ମିଶ୍ର | କମ୍ୟୁନିଷ୍ଟ |
| ଅପନା ଦୋରା ବିଶ୍ୱାସ ରାୟ | ସ୍ୱାଧୀନ | |
| ପାତ୍ରପୁର | ଦିବାକର ପଟ୍ଟନାୟକ | ଫରଓ୍ୱାର୍ଡ଼ ବ୍ଲକ |
| ଉଦୟଗିରି-ମୋହନା | ମାଲିକ ପାଟୁ | କଂଗ୍ରେସ |
ଓଡ଼ିଶା ରାଜନୀତିର ଇତିହାସ . ୯୭