ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଲୋକସଭାକୁ ଓଡ଼ିଶାର ନିର୍ବାଚିତ ସଦସ୍ୟ :
ମୟୂରଭଞ୍ଜ | ରାମଚନ୍ଦ୍ର ମାଝି | କଂଗ୍ରେସ |
ବାଲେଶ୍ୱର | କାହ୍ନୁଚରଣ ଜେନା | କଂଗ୍ରେସ |
କେନ୍ଦ୍ରାପଡ଼ା | ନିତ୍ୟାନନ୍ଦ କାନୁନ୍ଗୋ | କଂଗ୍ରେସ |
କଟକ | ହରେକୃଷ୍ଣ ମହତାବ | କଂଗ୍ରେସ |
ପୁରୀ | ଲୋକନାଥ ମିଶ୍ର | କଂଗ୍ରେସ |
ଖୋର୍ଦ୍ଧା | ଲିଙ୍ଗରାଜ ମିଶ୍ର | କଂଗ୍ରେସ |
ଘୁମୁସର | ଉମାଚରଣ ପଟ୍ଟନାୟକ | ସ୍ୱାଧୀନ |
ଗଞ୍ଜାମ | ବିଜୟ ଚନ୍ଦ୍ର ଦାସ | କମ୍ୟୁନିଷ୍ଟ |
ନବରଙ୍ଗପୁର | ବି.ସୁବାରାଓ | ଗଣତନ୍ତ୍ର ପରିଷଦ |
କଳାହାଣ୍ଡି- ବଲାଙ୍ଗୀର (ଯୁଗ୍ମ) | ଗିରିଧାରୀ ଭୋଇ | ଗଣତନ୍ତ୍ର ପରିଷଦ |
ରାଜେନ୍ଦ୍ର ନାରାୟଣ ସିଂହଦେଓ | ଗଣତନ୍ତ୍ର ପରିଷଦ | |
ସମ୍ବଲପୁର | ନଟବର ପାଣ୍ଡେ | ଗଣତନ୍ତ୍ର ପରିଷଦ |
ବରଗଡ | ଜି. ଦାସ ଥିରାନୀ | ସ୍ୱାଧୀନ |
ଢେଙ୍କାନାଳ-ପଶ୍ଚିମ କଟକ (ଯୁଗ୍ମ) | ନିରଞ୍ଜନ ଜେନା | କଂଗ୍ରେସ |
ସାରଙ୍ଗଧର ଦାସ | ସୋସାଲିଷ୍ଟ | |
ସୁନ୍ଦରଗଡ | ଶିବନାରାୟଣ ସିଂହ | କଂଗ୍ରେସ |
ଯାଜପୁର-କେଉଁଝର (ଯୁଗ୍ମ) | ଭୁବନାନନ୍ଦ ଦାସ | କଂଗ୍ରେସ |
ଲକ୍ଷ୍ମୀଧର ଜେନା | ଗଣତନ୍ତ୍ର ପରିଷଦ | |
ରାୟଗଡ଼ା-ଫୁଲବଣୀ | ଟି. ସାଙ୍ଗ୍ନା | କଂଗ୍ରେସ |
୯୮ . ଓଡ଼ିଶା ରାଜନୀତିର ଇତିହାସ