ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବିନିଯୋଗ କରାଯିବ । ଆମ୍ଭମାନଙ୍କ ଏହି ଉଦ୍ଯମ ସଫଳହେଲେ ଏକାଧିକ ବିଦ୍ଯାପୀଠକୁ ସେଇରାତିରେ ପୁରସ୍କାର ବିତରଣ ପାଇଁ ଆବଶ୍ଯକ ସଂଖ୍ଯକ ବ୍ଯବସ୍ଥା କରାଯିବ । (ବୀର ଚକରା ପଦେ- ୨-୩ )

ଏଇ ଲେଖକ ଜାଣିବାରେ ଏପରି ବ୍ଯବସ୍ଥା ହୋଇଥିଲା ମଧ୍ଯ । ଶିକ୍ଷାର ଉନ୍ନତି ପାଇଁ ଶ୍ରୀଯୁକ୍ତ ପଟ୍ଟନାୟଙ୍କର ଏପରି ବ ହୁ କର୍ମ ଓ ସାଧନା ରହିଛି । ତାଙ୍କ ଘଟଣା ବହୁଳ ଜୀବନର ଅବସାନ ଘଟିଥିଲା ଜୁଲାଇ ୧୬ ତାରିଖ ୧୯୯୯ ମସିହାରେ ।


ଅନନ୍ତ ପଦ୍ମନାଭଙ୍କ ପ୍ରଣୀତ ଗ୍ରନ୍ଥ:


୧ • ଦମୟନ୍ତୀ ୧୯୨୩ ଗଦ୍ଯ ୨• ସ୍କୁଲପିଲା ୧୯୨୩ ପଦ୍ଯ ୩ • ମୋ ଗାଁ ୧୯୨୩ ପଦ୍ଯ ୪• ପୂର୍ଣ୍ଣମୀଓଷା ୧୯୨୩ ପଦ୍ଯ ୫ • ଭଲ ଭଜନ ୧୯୨୩ ପଦ୍ଯ ୬ • କୀର୍ତ୍ତନ ଗୀତ ୧୯୨୩ ପଦ୍ଯ ୭ • ଧାନମାଣିକା ଓଷା ୧୯୨୩ ପଦ୍ଯ ୮ • ମୁଁ ଛାତ୍ର ୧୯୨୩ ପଦ୍ଯ ୯ •ସୁଦଶା ବ୍ରତ ୧୯୨୫ ପଦ୍ଯ ୧୦ • କୃଷକ ସଙ୍ଖାଳି ୧୯୩୦ ଗଦ୍ଯ ୧୧ •କୁମାରୀ ନୀତିଶିକ୍ଷା ୧୯୩୩ ପଦ୍ଯ ୧୨ •ଉତ୍କଳ ଗଔରବ ୧୯୫୦ ଜୀବନୀ ଓ ଆଲୋଚନା

                                                                                                                                ଗ୍ରନ୍ଥ(ଗଦ୍ଯ)

୧୩ • କବି ସମ୍ରାଟ ଉପେନ୍ଦ୍ର ଭଂଜ ୧୯୫୯ ଭଂଜ ସାହିତ୍ଯାଲୋଚନା

                                                                                                                                ଗ୍ରନ୍ଥ,(ପଦ୍ଯ)

୧୪ • ମହାବୀର ଦୋହରା ବିଷୋୟୀ ୧୯୬୧ ଗଦ୍ଯ ୧୫ • ଉପେନ୍ଦ୍ର ଭଂଜ ପରିଚୟ ୧୯୬୫ ଗଦ୍ଯ ୧୬ • ବୀରଚ କରା ୧୯୭୧ ଗଦ୍ଯ ୧୭ • ଶ୍ରୀ ରାମାନୁଜ ୧୯୭୭ ଗଦ୍ଯ ୧୮ • ନୀତିଚିତ୍ର ଓ ଅନ୍ଯାନ୍ଯ ବ ହୁ ଗ୍ରନ୍ଥ ଅପ୍ରକାଶିତ