ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୯. ଶ୍ରୀ ବୀର କିଶୋର ପାଢ଼ୀ ଦୀର୍ଘକାଳ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକତା ଅନ୍ତେ ପ୍ରଧାନଶିକ୍ଷକ ଭାବେ ସେ ଅବସରପ୍ରାପ୍ତ । ଖ୍ୟାତନାମା ଶିଶୁ ସାହିତ୍ୟିକ ତଥା ଗାଁ ଭୁଇଁ ପତ୍ରିକାର ସମ୍ପାଦକ ଭାବେ ଶ୍ରୀ ପାଢ଼ୀ ସୁଖ୍ୟାତ । ଠିକଣା : ସା. ପୋ, କୋତପୁର, ଯାଜିପୁର : ୭୫୫୦୫ O. ଶ୍ରୀ କାଳୀକିଙ୍କର ମିଶ୍ର ଅଧ୍ୟାପକ ଓ ସାହିତ୍ୟିକ ଭାବେ ସୁପରିଚିତ ଶ୍ରୀ ମିଶ୍ର ଶିକ୍ଷା ଓ ସାହିତ୍ୟ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଠିକଣା : ଉଦ୍ମ ବିଭାଗ, ପଞ୍ଜାବ ବିଶ୍ୱବିଦ୍ୟାଳୟ, ଉତ୍ତରାଞ୍ଚଳି ଭାଷା, କେନ୍ଦ୍ର, ପାତିଆଲ୍ : ୭୪୭୦୦୨ ୧. ଡକ୍ଟର ଭାଗବତ ପ୍ରସାଦ ଲେକ ଲେଙ୍କା – ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ଅର୍ଜନ କରିବା ସଙ୍ଗେ ସଙ୍ଗେ ଶିକ୍ଷା ବିଷୟକ ଗ୍ରନ୍ଥ ତଥା ଶିଶୁ ସାହିତ୍ୟ ସର୍ଜନରେ ଶ୍ରୀ ଲେଙ୍କ ଖ୍ୟାତିସଂପନ୍ନ ଲେଖକ । ଠିକଣା : ନିଗମାନନ୍ଦ ମାର୍ଗ, ବାରିପଦା : ୨୫୦ ୦୩ ୨. ଡକ୍ଟର ଜଗନ୍ନାଥ ମହାନ୍ତି ଶିକ୍ଷକ ଓ ପରିଦର୍ଶକ ଭାବେ ବୃରି ଜୀବନ ଆରମ୍ଭ କରିଥିବା ଶ୍ରୀ ମହାନ୍ତି ସ୍ୱନିଷ୍ଠା ଓ ସାଧନା ବଳିରେ ଅଧାପକ, ପ୍ରାଧାପକ, ଅଧ୍ୟକ୍ଷ ତଥା ପ୍ରଫେସର ଭାବେ କାର୍ଯ୍ୟକରି, ଅଧୁନା ଅବସିର କାର୍କକୁ ଶିକ୍ଷା, ସମାଜ ଓ ସାହିତ୍ୟ ସଂଗଠନରେ ବିନିଯୋଗ୍ କରୁଛନ୍ତି । ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ଶତାଧୁକ । ପୁସ୍ତକର ପ୍ରତି ଏବଂ କୃତିତ୍ୱସଂପନ୍ନ ଶିଶୁ ସାହିତ୍ୟିକ । ସେ ମାଣିକ-ବିଶ୍ଚର୍ନାଥ ଦାତବ୍ୟ ସ୍ମୃତିନ୍ୟାସର ପ୍ରତିଷ୍ଠାତା । ଠିକଣା : ୨.୯୩୫, ଗୌରୀନଗର, ଭୁବନେଶ୍ୱର-୨