ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ତାଙ୍କର ଓଡିଆ ଭାଷରେ ଯଥେଷ୍ଟ ବ୍ଯପିତ୍ତି ତ ଥିଲା ; ତଦ୍ଯତୀତ ହିନ୍ଦୀ, ବଙ୍ଗଳା ଓ ସଂସ୍କୁତରେ ମଧ୍ଧୟ ସେ ପାଣ୍ଡିତ୍ଯ ଲାଭ କରିଥିଲେ । ଅଧିକାଂଶ ସମୟରେ ସେ ଏହି ଭାଷାର ସାହିତ୍ଯ ଅଧ୍ଧ୍ୟନରେ ମନୋନିବେଶ କରୁଥିଲେ । ଚାଣକ୍ଯ କହିଥିଲେ ।
କାବ୍ଯ ଶାସ୍ତେର ବିନୋଦେନ କାକୋଗଛ୍ଛିତ ଧୀମତାଂ
ବ୍ଯସନେନ ତୁ ମୀର୍ଖାଣାଂ ନିଦ୍ର୍ୟା କଳହେନ ବା ଏହି ବାକ୍ଯ ତାଙ୍କ ପକ୍ଷରେ ପୂର୍ଣଣ ପ୍ରଯୁଜ୍ଯ ଥିଲା ଦିନେ ହେଲେ ସେ ବା ରଙ୍କରସ କରିବାରେ ସମୟ କଟାଇନାହାନ୍ତି । ଅଧ୍ଧ୍ୟନ ଓ ଲିଖନରେ ସେ ସମୟରେ କଟାଉଥିଲେ ।
ସେ ଜଣେ ପ୍ରତିଷ୍ଠିତ ଲେଖକ ଥିଲେ । ତାଙ୍କର କବିତ୍ତ ଛାତ୍ର ଅବସ୍ଥାରୁ ଫୁଟି ଉଠିଥିଲା । ମାଟ୍ରିକ ପଢିବା ସମୟରେ 'ପ୍ରତିବିମ୍ବ' ନାମକ ଏକ କବିତା ପୁସ୍ତକ ସେ ପ୍ରଣୟନ କରିଥିଲେ । ସମ୍ବଲପୁରୀ ଭାଷାକୁ ଏକ ସ୍ୱତନ୍ତ୍ର ଭାଷାର ମାନ୍ୟତା ଦେବା ପାଇଁ ତାଙ୍କର ଚେଷ୍ଟା ଥିଲା ଅଦ୍ୟମ । 'ଘବ୍ ଘବୋ', 'ଘୁବୁକୁଡୁ', 'ଟିକ୍ ଚହରା ', 'ଶ୍ରୀପଞ୍ଚମୀ', ଓ'ସମ୍ବଲପୁରୀ ଚ ଉକିଆ' ପ୍ରଭୁତି ସମ୍ବଲପୁରୀ ଭାସଷାରେ ଲିଖିତ କବିତା ପୁସ୍ତକ ତାଙ୍କର ଅନୁପମ କୁ୍ରୁତି । ତାଙ୍କ ରବିୱତ 'ସମ୍ବଲପୁରୀ ଭାଷାର ବ୍ୟାକରଣ ' ଏକ ଅଦ୍ଦିତୀୟ ରଚନା । ତାଙ୍କର ଅନେକ ଲେଖା ଏବେବି ଅପ୍ରକାଶିତ ରହିଛି । ସାହିତ୍ୟ କୁ୍ରତି ପାଇଁ ସେ ଭୁ ଅନୁଷ୍ଠାନ ଓ ସଂସ୍ଥାରୁଦୁଆରା ପୁରଷ୍କୃତ ହୋଇଥିଲେ । ୧୯୭୨ ମସିହାରେ ସାହିତ୍ଯ କୃତି ପାଇକ୍ଷ ଉତ୍କଳ ସାହିତ୍ୟ ଏକାଡେମୀ ତାଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ । ୧୯୭୬ ମସିହାରେ ରାଜ୍ୟ ଶିଶୁ -ସାହିତ୍ଯ ସମିତି ତାଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ । ୧୯୮୦ ମସିହାରେ ସମ୍ବଲପୁର ବିଶ୍ୱବିଦ୍ଯାଳୟ ତାଙ୍କୁ ସ୍ମୁତି ପୁରଷ୍କାର ଓ ମାନପତ୍ର ଦ୍ୱାରା ସମ୍ମାନିତ କରିଥିଲେ। ତାଙ୍କ ପ୍ରତି ମନ୍ତବ୍ୟ ପରାୟଣ ଓ ନିଷା୍ଠାର ଶିକ୍ଷକ ଦେଖାଯାନ୍ତି । ତ ଥାପି
ତାଙ୍କର ପାରିବାରିକ ଜୀବନ ସୁଖର ନଥିଲା । କୋଣସି କାରଣରୁ ସ୍ତରି ତାଙ୍କ ପାଖରେ ରହୁ ନଥିଲେ । ଜୀବନର ଭୁ ସମୟ ସେ ସମ୍ବଲପୁର ସହରର ବିଭିନ୍ନ ହୋଟେଲରେ କଟାଇଛନ୍ତି । ବିଳାସ- ବ୍ୟସନଠାରୁ ସେ ଥିଲେ । ତାଙ୍କ ମନ