୧୯୨୩ ମସିହାରେ ସେ ଶିକ୍ଷକତା ଆରମ୍ଭ କରିଥ୍ ଲେ ଫୁଲବାଣୀଠାରୁ ୨ ମାଇଲ ଦୁର ରୂଜାଙ୍ଗି ନିମ୍ନ ପ୍ରାଥମିକ ସ୍କୁଲ୍ ରେ । ସେତେବେଳେ ଫୁଲବାଣୀ [କଦ୍ଧମାଳ] ଥାଏ ଓଢ଼ିଶା ଅନ୍ତର୍ଗତ ଅନୁଗୋଳ ଜିଲ୍ଲାରେ । କଦ୍ଧମାଳରେ ପ୍ରାଥମିକ ଶ୍ରେଣୀରେ ରୋମାନ୍ [ଇଂରାଜୀ] ଲିପିରେ ଲେଖାଯାଇ କୁଇ ଭାଷାରେ ସାହିତ୍ୟ ଓ ଗଣିତ ପଢ଼ାଯାଏ । ସାଇବ ଥରେ ଦିଥର ତାଙ୍କ ସ୍କୁଲ୍ କୁ ଯାଇ ପିଲାଙ୍କ ପାଠ ପରୀକ୍ଷା କରି ଖୁସି ହୋଇଥ୍ ଲେ । ସ୍କୁଲ୍ ସବ୍ ଇନ୍ସପେକ୍ଟୃର ଥାଆନ୍ତି ସ୍ୱର୍ଗତ ଯାବେଶ ଚନ୍ଦ୍ର ମିଶ୍ର । ସେ ମଧ ରୂଜାଙ୍ଗି ନିମ୍ନ ପ୍ରାଥମିକ ସ୍କୁଲ୍ ର ଅଗ୍ରଗତି ନିମନ୍ତେ ଗୋବିନ୍ଦବାବୁଙ୍କ ଉପରେ ସନ୍ତୁଷ୍ଟ ଥାଆନ୍ତି । ରୂଜାଙ୍ଗିରେ ଶିକ୍ଷ କତା କରୁଥ୍ ବା ବେଳେ ସେ ଗୁରୁ ଟ୍ରେନିଂପ୍ରାପ୍ତ ହୋଇଥ୍ ଲେ । ଦୀର୍ଘ ୪୦ ବର୍ଷ ଶିକ୍ଷକତା କରିବା ମଧରୁ କେବଳ ପ୍ରାୟ ତିନିବର୍ଷ ସେ ନିଜ ଘରେ ରହି ସ୍କୁଲକୁ ଯାଆସ କରିବାର ସୁଯୋଗ ପାଇଥ୍ ଲେ । ଏହି ରୂଜାଙ୍ଗ ସ୍କୁଲ୍ ରେ କାମ କରିବା ସମୟରେ କଦ୍ଧମାଳ ସବଡ଼ିଭିଜନ୍ ରେ ବଦ୍ଧଗଡ଼ ଏକ ନାମି ଜାଗା । ଭୌଗୋଳିକ ତ ଥା ଐ ତିହାସିକ ଦୃଷ୍ଟିକୋଣରୁ ବଦ୍ଧଗଡ଼ର ସ୍ଥାନ ଖୁବ୍ ଉଚ୍ଚରେ ; ସେଠାରେ କଦ୍ଧମାଳର ଇଷ୍ଟଦେବୀ ବ ରାଳଦେବୀଙ୍କର ଆଦ୍ୟପୀଠ ବିଦ୍ୟମାନ । ମହାନଦୀର ଅନ୍ୟଠମ ଉପନ ଦୀ ବାଘନଦୀର ତାହା ଉତ୍ପତ୍ତିସ୍ଥଳ । ଜ୍ୟେଷ୍ଟ ମାସର ପ୍ରଥମ ଗୁରୁବାର ଦିନ ବରାଳ ଦେବୀଙ୍କ ପୀଠରେ ଯାତ୍ରା ହୁଏ । ଗଞାମ ସେତେବେଳେ ମାନ୍ଦ୍ରାଜରେ ଥାଏ । ବାଲିଗୁଡ଼ା ଇଲାକା ଗଞାମର ଅନ୍ତର୍ଗତ ଥାଇ ମାନ୍ଦ୍ରାଜ ପ୍ରଦେଶର ଅନ୍ତର୍ଭୁକ୍ତ ଥ୍ ଲା । ବଦ୍ଧଗଡ଼ କେବଳ କଦ୍ଧମାଳର ନୁହେଁ ତ ତ୍କାଳୀନ ଓଡ଼ିଶାର ଏକ ସୀମାନ୍ତ ଗ୍ରାମ । ସେଠାରେ ସ୍କୁଲ୍ କୁ ବଦଳି ହେଲେ । ବଦ୍ଧଗଡ଼ରେ ତାଙ୍କୁ ପଦ ଖାଲି ହେବାରୁ ରୂଜାଙ୍ଗିରୁ ଗୋବିନ୍ଦବାବୁ ବଦ୍ଧଗଡ଼ ନି;ପ୍ରା ସ୍କୁଲ୍ କୁ ବଦଳି ହେଲେ । ବଦ୍ଧଗଡ଼ରେ ତାଙ୍କୁ ୧୯୨୮ ମସିହା ପର୍ଯ୍ୟନ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିବାକୁ ହେଲେ ।
୧୯୨୯ ମସିହା କଥା ଫିରିଙ୍ଗି ନିମ୍ନ ପ୍ରାଥମିକ ସ୍କୁଲ୍ ଟି ଏକ ଉଚ୍ଚ ପ୍ରାଥମିକ ସ୍କୁଲ୍ ଭାବେ ଉନ୍ନୀତ ହେଲେ । ତେଣୁ ଗୋବିନ୍ଦ ବାବୁ ବଦ୍ଧଗଡ଼ରୁ ଫିରିଙ୍ଗିଆ ଉଚ୍ଚ ପ୍ରାଥମିକ ସ୍କୁଲ୍ କୁ ହେଡ଼୍ ମାଷ୍ଟର ଭାବେ ବଦଳି ହୋଇ ଆସିଲେ ବଦ୍ଧଗଡ଼ କୁହ ନ୍ତୁ ଫିରିଙ୍ଗିଆ କୁହନ୍ତୁ ସବୁ କଦ୍ଧମାଳର ଅତି ଅଭ୍ୟନ୍ତର ଅଥଞଳ । ଫିରିଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟଳୟ ଆରମ୍ଭ କରିବାମାତ୍ର ୪ ବର୍ଷ ସେଠାରେ ରହିବା ପରେ ସେ ବିଶିପଡ଼ା ଉ,ପ୍ରା, ସ୍କୁଲ୍ କୁ ବଦଳି ହେଲେ ହେଡ଼୍ ମାଷ୍ଟର ଭାବେ । ବିଶିପଡ଼ା ଗାଆଁଟି ଫିରିଙ୍ଗିଆ ଅପେକ୍ଷା ଖୁବ୍ ଉନ୍ନତି । ଏହା ଥିଲା କଦ୍ଧମାଳ ଇଲାକାର ପ୍ରଥମ ରାଜଧାନୀ । ସେଠାରେ ଗରିବ ଆଦିବାସୀ ଓ ହରିଜନ ପିଲାଙ୍କ