ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଉନ୍ନୀତ ହେଲେ ଏବଂ ବାଲେଶ୍ବର ମିଶନ୍ ସ୍କୁଲ୍ ଫଳାଫଳ ଦୃଷ୍ଟିରୁ ଓଡିଶାରେ ସ ର୍ବ ଶ୍ରେଷ୍ଟ ବିବେଚିତ ହେଲା|ଏପରିକି ଗୋଟିଏ ବ ର୍ଷରେ ଚାରିଜଣ ଛାତ୍ର ସେ ସ୍କୁଲରୁ ପରିକ୍ଷା ଦେଇ ବୃତ୍ତିପ୍ରାପ୍ତ -ହେଲେ|ଏହାଥିଲା ଫକିର ମୋହ ନଙ୍କର ନିରବଚ୍ଛିନ୍ନ ଉଦ୍ଯମର ଫଳଶ୍ରୁତି|

ପିତା ଲକ୍ଷ୍ମଣ ଚରଣ ସେନାପତି ଓ ମାତା ତୁଳସୀ ଦେଇଙ୍କର ୨ୟ ପୁତ୍ର ଭାବେ ୧୮୪୩ ମସିହା ମକର ସଂକ୍ରାନ୍ତି ଶୁକ୍ରବାର ଦିନ ଭୂମିଷ୍ଟ ହୋଇ ଥିବା ଫକିର ମୋହ ନ ଶୈଶବରୁ ଥିଲେ ପିତୃମାତୃହୀନ|ପିତା ମହୀଙ୍କ କୋଳରେ ସେ ବଢିଥିଲେ|ମାତ୍ର ଚାରିଆଣା ଦରମା ଦେଇ ନପାରି ବିଦ୍ଯାଳୟ ଶିକ୍ଷକ ରୁ ବଂଚିତ ହୋଇ ଥିଲେ ହେଁ ତାଙ୍କୁ ସେ ଦିନର ଯେଉଁ ବିଦ୍ଯେତ୍ସାହୀ ସେକେଣ୍ଡ ମାଷ୍ଟର୍ ବାବୁ ଶ୍ରୀ ଶିବ ଚନ୍ଦ୍ର ସୋମାସେହି ସ୍କୁଲ୍ର ତୃତିୟ ଶକ୍ଷକ ପଦରେ ମାସିକ ଅଢେଇ ଟଙ୍କା ବେତନରେ ନିଯୁ କ୍ତି ଦେଇଥିଲେ ସେ ଯଥାର୍ଥରେ ଥିଲେ ଗୁଣଚିହ୍ନା ଗୁଣିଆ,ଏହା ଫକିର ମୋ ହ ନଙ୍କ ପରବର୍ତ୍ତୀ ଜୀବନ ଧାରା ଓ କୃତିତ୍ବମାନଙ୍କରେ ବ ହୁଭାବରେ ପ୍ରମାଣିତ ହୋଇଥିଲା|

ଓଡିଆ ପାଠ୍ଯପୁସ୍ପକର ଏକାନ୍ତ ଅଭାବ ସାଙ୍ଗକୁ ଅଣ ଓଡିଆ ବଙ୍ଗୀୟମାନଂକର ଓ ଡିଆ ସ୍ଥାନରେ ଓଡିଆ ବିଦ୍ଯାଳୟ ମାନଙ୍କରେ ବଙ୍ଗଳା ଚଳାଇବା ଲାଗି ସରକାରୀ ସ୍ତର ମାଧ୍ଯମରେ ପ୍ରବଳ ଉଦ୍ଯମ ଫକିର ମୋହ ନ ଙ୍କୁ ପାଠ୍ଯପୁସ୍ତକ ରଚନା ଦିଗରେ ପ୍ରଣୋଦିତ କରିବାରୁ ସେ ପ୍ରଥମେ ଈଶ୍ବରଚନ୍ଦ୍ର ବିଦ୍ଯାସାଗରଙ୍କ ବ ଙ୍ଗଳା "ଯିବନ ଚରିତ"କୁ ଓଡିଆରେ ଅନୁବାଦ କରି ୧୮୬୬ ରେ କଲିକତା ବ୍ଯାପ୍ ଟି ଷ୍ଟ ମିଶନ୍ ପ୍ରେସ୍ ରୁ ଛପାର ଆଣିଲେ|ତାଙ୍କର "ଭାରତ ବର୍ଷର ଇତିହାସ"୧ମ ଓ୨ୟ ଭାଗ ବାଲେଶ୍ବରର ଉତ୍କଳ ପ୍ରେସ୍ ରୁ ଯଥାକ୍ରମେ୧୮୬୯ଓ୧୮୭୦ ମସିହାରେ ପ୍ରକାଶ ଲାଭ କଲା|ଏହି ପୁସ୍ତକଦୁଇଟି ଛାତ୍ରବୃତ୍ତି ପରୀକ୍ଷା ନିମନ୍ତେ ପାଠ୍ଯପୁସ୍ତକ ଭାବେ କେବଳ ନିରୂପିତ ହୋଇନାହିଁ,ଏଥି ଲାଗି ଫକିରମୋହ ନ୍ସ୍କୁଲ୍ ଇନ୍ସ୍ ପେକ୍ଟରଙ୍କ ଠାରୁ ସାତଶହ ଓ କମିଶନରଙ୍କ ଠାରୁ ତିନି ଶହଟଙ୍କାପୁରସ୍କାର ପ୍ରାପ୍ତ ହୋଇଥିଲେ|ସେତେବେଳକୁ ମାସିକ ଦଶ ଟଙ୍କା ବେତନରେ ସେ ବାଲେଶ୍ବର ମିଶନ୍ ସ୍କୁଲର ପ୍ରଧାନ୍ ଶିକ୍ଷକ ହୋଇଥିଲେ|ଖିବା ବାହୁଲ୍ଯ ଫକିରମୋହ ନ୍ଙ୍କ ସ୍ବପ୍ରଦତ୍ତ ବିବରଣି ଅନୁସାରେ ସେତେବେଲେ ଟଙ୍କା ଟିଏ ଦେଲେଦେଢମହଣ ( ଅର୍ଥାତ୍ ଏକାଳର ପ୍ରାୟ୭୦ କିଲୋ) ଚା ଉଳ ମିଳୁଥିଲେ|ଏଥିରୁ ମନେ ହେବା ସ୍ବାଭାବିକ,ପ୍ରତିଭାବାନ ଶିକ୍ଷକ ଭାବେ ଫକିରମୋହ ନ ହୋଇପାରି ଥିଲେସାଧାରଣ ଦୃଷ୍ଟି ଆକର୍ଷଣକାରୀ|

ସେ ପାଠ୍ଯ କ୍ରମେ ପ୍ରଚଳିତ ସମୟ ବିଷୟିକ ପାଠଦାନରେ ନିଶ୍ଚିତ ଥିଲେ କୁଶଳୀ|ତାଙ୍କ ଦେଖିବାରୁ ପରେପରେ ଆତ୍ମ ପ୍ରକାଶ କରିଥିଲା"ବ୍ଯାକରଣ"ଓ"ଅଙ୍କମାଳା"|ସେ ଇତି