ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୨୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅସାଧାରଣ କୁଶଳୀ ଶିକ୍ଷକ

                                                                   ମଦନ ମୋହନ ଦାସ
                                                                      ଶ୍ରୀ ବାଞ୍ଛାନିଧି ପଣ୍ତା

ଅନେକେ ତାଙ୍କୁ ମଦନବାବୁ , ତାଙ୍କ ଛାତ୍ରମାନେ ହେଡ଼୍ ମାଷ୍ଟ୍ରେ, କେହି ମଦନମାଷ୍ଟ୍ରେ ଆଉ କେହି ତାଙ୍କୁ ମଦନ ମାଷ୍ଟର କହୁଥିବା ବେଳେ, ମୁଁ ତାଙ୍କୁ କହିବି - ମାଷ୍ଟର ମଦନ ମୋହ୍ନ ଦାସ। କାରନ ମାଷ୍ଟର ଶବ୍ଦର ଅର୍ଥ ଏକ ସାର୍ବଭୌମ କ୍ଷମତା ସମ୍ପନ୍ନ ବ୍ୟକ୍ତି। ଏହି ପ୍ରଖ୍ୟାତନାମା ମାଷ୍ଟର ଜଣକ ଏକାଧାରରେ ଥିଲେ - ଜଣେ ସାଦାସିଧା ସାଧାରଣ ମଣିଷ। ଜଣେ ଚରିତ୍ରବାନ୍ ନିଷ୍ଠାପର ଶିକ୍ଷକ, ଜଣେ ଗୁରୁ, କଥୋର ଶାସକ, ସଂଗଠକ, ଲୋକ ସେବକ, ପରଦୁଃଖ କାତର, ସମ୍ବେଦନଶୀଳ ଉଦାର ଚରିତ୍ର ସଂପଣ୍ନ ପୁରୁଷ, ଯିଏ କି ତାଙ୍କ ସମୟର ବ୍ୟକ୍ତିଗତ ତଥା ସାମାଜିକ ଜୀବଙ୍କୁ ସବୁମନ୍ତେ ସମରଦ୍ଧ କରିଯାଇଛନ୍ତି। କଥାରେ ନୁହେଁ, ଏ ସବୁର ପ୍ମାଣ ସେ ନନିଜେ ପକ୍କା ମିସ୍ତ୍ରୀ ବା କୁଶଳୀ କାରୀଗର ପରି ତାଙ୍କ ନିଜ ଆଚରିତ କାର୍ଯ୍ୟରେ ସ୍ପଷ୍ଟ ପ୍ରତିପାଦନ କରିଯାଇଛନ୍ତି।

ନିଃସନ୍ଦେହରେ କୁହାଯାଇପାରେ, ମଣିଷ ତିଆରି କାରଖାନର ସେ ଥିଲେ ଜଣେ ସୁଦକ୍ଷ କାରିଗର। ତାଙ୍କ ଶିକ୍ଷକତ୍ୱ ଜନିତ ନୈତିକ ଚରିତ୍ର , ଆଦ୍ରଶ ଅଧ୍ୟାପନା ତଥା ପ୍ଭାବଶାଳୀ ବ୍ୟକ୍ତିତ୍ୱ ବହୁ ସୁଯୋଗ୍ୟ ପ୍ଶାସକ, ବିଧାୟକ, ଅଧ୍ୟାପକ, ଡ଼ାକ୍ତର, ଇଞ୍ଜିନିୟର ତଥା ମଣିଷ ପରି ମଣିଷମାନଙ୍କୁ ଗଢ଼ି ପାରିଥିଲା। ବସ୍ତୁତ୍ୱ ମଦନବାବୁ କ'ଣ ଥିଲେ ତାହା କାଳ ହିଁ କହିବ ଓ ତା'ର ମୂଲ୍ୟ ନର୍ଦ୍ଧାରନ କରିବ। କଳ୍ୟତି ଇତି କାଳଃ।

ମଦନବାବୁ ଗୁରୁ ଜଗତର ଗୌରବ, ପ୍ତିଭାର ଏକ ପ୍ରଚଣ୍ତ ବିସ୍ପରନ। କର୍ମ ଜୀବନର ଆଖର ବେଳରେ, ତାଙ୍କର ଗୁନମୁଗ୍ଧ କେତେକ କ୍ଷହାତ୍ର ରାଜ୍ୟପାଳ ପୁରସ୍କାରପ୍ରାପ୍ତିର ସମସ୍ତ ଆୟୋଜନ କରାଇ ଦେଇ, କେବଳ ଦସ୍ତଖତଟିଏ ଦେବାକୁ ତାଙ୍କୁ ବହୁ ଅନୁରୋଧ କଲାବେଳେ, ମଦନବାବୁ ହସି ହସି ଉତ୍ତର ଦିଅନ୍ତି- "ମୁଁ ଜଣେ ଯୋଗ୍ୟ ଶକ୍ଷକ, ଏକଥା ଯଦି ସରକାର ନ ଜାଣିଲେ କେଉଁ ମୁହଁରେ ମୁଁ